ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ମାର୍ଚ୍ଚ ପୃଷ୍ଠା ୬
  • ଯାକୁବ ବିବାହ କଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯାକୁବ ବିବାହ କଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଯାକୁବ ଓ ଏଷୌ ବୁଝାମଣା କଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଯାକୁବ ଯେଉଁ ଆଶୀର୍ବାଦର ଯୋଗ୍ୟ ଥିଲେ, ତାହା ପାଇଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ମାର୍ଚ୍ଚ ପୃଷ୍ଠା ୬

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୨୯-୩୦

ଯାକୁବ ବିବାହ କଲେ

୨୯:୧୮-୨୮

ଏକ ବିବାହିତ ଦମ୍ପତି କଥା ହେଉଛନ୍ତି, ହାତ ଧରି, ଦୁହେଁ ପାଖରେ ବସିଛନ୍ତି । ପାଖରେ ଗୋଟିଏ ବାଇବଲ ଖୋଲାଅଛି ।

ଯାକୁବ ଆଗରୁ ଜାଣି ନ ଥିଲେ ଯେ ବିବାହ କଲେ କେଉଁ କେଉଁ ସମସ୍ୟା ଆସିବ । ରାହେଲ ଓ ଲେୟା ପରସ୍ପରର ଶତ୍ରୁ ହୋଇଯାଇଥିଲେ । (ଆଦି ୨୯:୩୨; ୩୦:୧, ୮) ଏହି ସମସ୍ୟାଗୁଡ଼ିକ ସତ୍ତ୍ୱେ ଯାକୁବ ଦେଖିଲେ ଯେ ଈଶ୍ୱର ସର୍ବଦା ତାଙ୍କ ସହିତ ଅଛନ୍ତି । (ଆଦି ୩୦:୨୯, ୩୦, ୪୩) ଶେଷରେ ଯାକୁବଙ୍କ ବଂଶ ସମଗ୍ର ଇସ୍ରାଏଲ ରାଷ୍ଟ୍ର ହେଲେ ।—ରୂତ ୪:୧୧.

ଆଜିର ସମୟରେ ମଧ୍ୟ ଯଦି ଜଣେ ବ୍ୟକ୍ତି ବିବାହ କରିବା ପାଇଁ ନିଷ୍ପତ୍ତି ନିଏ, ତେବେ ତାକୁ ସମସ୍ୟାଗୁଡ଼ିକର ସାମନା କରିବାକୁ ହେବ । (୧କରି ୭:୨୮) କିନ୍ତୁ ସମସ୍ୟାଗୁଡ଼ିକ ସତ୍ତ୍ୱେ ଯିହୋବାଙ୍କ ଉପରେ ନିର୍ଭର ରହିଲେ ଏବଂ ବାଇବଲ ସିଦ୍ଧାନ୍ତଗୁଡ଼ିକୁ ଲାଗୁ କଲେ ସେ ନିଜ ବୈବାହିକ ଜୀବନକୁ ଖୁସିରେ ଭରିପାରିବ ।—ହିତୋ ୩:୫, ୬; ଏଫି ୫:୩୩.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ