ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ମାର୍ଚ୍ଚ ପୃଷ୍ଠା ୫
  • ୨୩-୨୯ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୩-୨୯ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ମାର୍ଚ୍ଚ ପୃଷ୍ଠା ୫

୨୩-୨୯ ମାର୍ଚ୍ଚ

ଆଦି ପୁସ୍ତକ ୨୭-୨୮

  • ଗୀତ ୧୦ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯାକୁବ ଯେଉଁ ଆଶୀର୍ବାଦର ଯୋଗ୍ୟ ଥିଲେ, ତାହା ପାଇଲେ”: (୧୦ ମି.)

    • ଆଦି ୨୭:୬-୧୦—ରିବିକାଙ୍କ ସାହାଯ୍ୟ ଦ୍ୱାରା ଯାକୁବ ଯେଉଁ ଆଶୀର୍ବାଦର ଯୋଗ୍ୟ ଥିଲେ, ତାହା ପାଇଲେ (ପ୍ର୦୪-ହି ୪/୧୫ ୧୧ ¶୩-୪)

    • ଆଦି ୨୭:୧୮, ୧୯—ଯାକୁବ ନିଜ ପିତାଙ୍କ ସମ୍ମୁଖରେ ଏଷୌ ହୋଇ ଆସିଲା (ପ୍ର୦୭-ଇଂ ୧୦/୧ ୩୧ ¶୨-୩)

    • ଆଦି ୨୭:୨୭-୨୯—ଇସ୍‌ହାକ ଯାକୁବଙ୍କୁ ଏପରି ଆଶୀର୍ବାଦ କଲେ, ଯାହା ଜ୍ୟେଷ୍ଠ ପୁତ୍ରକୁ ଦିଆଯାଉଥିଲା (ଇନସାଇଟ୍‌-୧ ୩୪୧ ¶୬)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଆଦି ୨୭:୪୬–୨୮:୨—ବିବାହିତ ଦମ୍ପତିମାନେ ଇସ୍‌ହାକ ଓ ରିବିକାଙ୍କଠାରୁ କʼଣ ଶିଖିପାରିବେ ? (ପ୍ର୦୬-ହି ୪/୧୫ ୬ ¶୩-୪)

    • ଆଦି ୨୮:୧୨, ୧୩—ଯାକୁବ “ଗୋଟିଏ ସୋପାନ” ବିଷୟରେ ଯେଉଁ ସ୍ୱପ୍ନ ଦେଖିଲେ, ତାର କʼଣ ଅର୍ଥ ଥିଲା ? (ପ୍ର୦୪-ହି ୧/୧୫ ୨୮ ¶୬)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଆଦି ୨୭:୧-୨୩ (ଶିଖାଇବା  ଅଧ୍ୟୟନ ୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ଉପସ୍ଥିତ ଲୋକଙ୍କୁ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ପ୍ରଚାରକ କିପରି ଦେଖାଇଲେ ଯେ ସେ ଘରମାଲିକଙ୍କ କଥା ଶୁଣୁଥିଲେ ? ପ୍ରଚାରକ ଶିକ୍ଷା ଉପକରଣ ବକ୍ସର କିପରି ଭଲ ବ୍ୟବହାର କଲେ ?

  • ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୬)

  • ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍‌) ଯିହୋବାଙ୍କ ଇଚ୍ଛା  ପାଠ ୧୭ (ଶିଖାଇବା  ଅଧ୍ୟୟନ ୧୧)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୩୪

  • ମଣ୍ଡଳୀର ଆବଶ୍ୟକତା: (୧୫ ମି.)

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧୯ ¶୨୦-୨୩ ପୃ ୨୦୫-୨୦୬

  • ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

  • ଗୀତ ୫୬ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ