ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ମାର୍ଚ୍ଚ ପୃଷ୍ଠା ୪
  • ୧୬-୨୨ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୬-୨୨ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ମାର୍ଚ୍ଚ ପୃଷ୍ଠା ୪

୧୬-୨୨ ମାର୍ଚ୍ଚ

ଆଦି ପୁସ୍ତକ ୨୫-୨୬

  • ଗୀତ ୧୮ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଏଷୌ ନିଜ ଜ୍ୟେଷ୍ଠାଧିକାର ବିକ୍ରି କଲା”: (୧୦ ମି.)

    • ଆଦି ୨୫:୨୭, ୨୮—ଏଷୌ ଓ ଯାକୁବ ଯାଆଁଳା ଭାଇ ଥିଲେ, କିନ୍ତୁ ସେ ଦୁହିଙ୍କ ସ୍ୱଭାବ ଓ କାମ ପରସ୍ପରଠାରୁ ପୂରା ଭିନ୍ନ ଥିଲା (ଇନସାଇଟ୍‌-୧ ୧୨୪୨)

    • ଆଦି ୨୫:୨୯, ୩୦—ଏଷୌ ନିଜ ଉପରେ ନିୟନ୍ତ୍ରଣ ରଖିଲା ନାହିଁ, ଭୋକ ଓ କ୍ଳାନ୍ତି ତାକୁ ଯାହା କରାଇଲା, ସେ ତାହା ହିଁ କଲା

    • ଆଦି ୨୫:୩୧-୩୪—ଏଷୌ ନିଜ ଜ୍ୟେଷ୍ଠାଧିକାରକୁ ତୁଚ୍ଛ ମନେ କଲା, ସେ ଓଳିକର ଖାଦ୍ୟ ବଦଳରେ ଯାକୁବଙ୍କୁ ନିଜ ଅଧିକାର ବିକ୍ରି କଲା (ପ୍ର୧୯.୦୨-ହି ୧୬ ¶୧୧; ଇନସାଇଟ୍‌-୧ ୮୩୫)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଆଦି ୨୫:୩୧-୩୪—ଏହି ଘଟଣାରୁ କିପରି ପ୍ରମାଣିତ ହୁଏ ଯେ ଖ୍ରୀଷ୍ଟଙ୍କ ପୂର୍ବପୁରୁଷ ହେବା ପାଇଁ ଜ୍ୟେଷ୍ଠ ପୁତ୍ର ହେବା ଜରୁରୀ ନ ଥିଲା ? (ଏବ୍ରୀ ୧୨:୧୬; ପ୍ର୧୭.୧୨-ହି ୧୫ ¶୫-୭)

    • ଆଦି ୨୬:୭—ଏହି ଘଟଣାରେ ଇସ୍‌ହାକ କାହିଁକି ସମ୍ପୂର୍ଣ୍ଣ ସତ କଥା କହିଲେ ନାହିଁ ? (ଇନସାଇଟ୍‌-୨ ୨୪୫ ¶୬)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଆଦି୨୬:୧-୧୮ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ଉପସ୍ଥିତ ଲୋକଙ୍କୁ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ଯଦି ଘରମାଲିକ ପ୍ରଶ୍ନର ଉତ୍ତର ଜାଣି ନାହିଁ, ତେବେ ଆମେ ତାଙ୍କୁ ଲଜ୍ଜିତ କରିବାଠାରୁ କିପରି ଦୂରେଇ ରହି ପାରିବା ? ପ୍ରଚାରକ ମାଥିଉ ୨୦:୨୮ ପଦର କିପରି ଭଲ ବ୍ୟବହାର କଲେ ?

  • ପ୍ରଥମ ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୩)

  • ପ୍ରଥମ ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରି କଥାବାର୍ତ୍ତା ଆରମ୍ଭ କରନ୍ତୁ । ତାʼପରେ ଆମକୁ ଶିଖାଏ  ବହି ଦିଅନ୍ତୁ । (ଶିଖାଇବା  ଅଧ୍ୟୟନ ୧୫)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୭୮

  • ପରମେଶ୍ୱରଙ୍କ ତରଫରୁ ଖୁସିର ଖବର ! ପୁସ୍ତିକାରୁ ଅଧ୍ୟୟନ କରିବା ବେଳେ ଭିଡିଓ ଦେଖାନ୍ତୁ: (୧୫ ମି.) ଆଲୋଚନା । ମରିଯାଇଥିବା ଲୋକେ କେଉଁ ଅବସ୍ଥାରେ ଅଛନ୍ତି ? ଏବଂ ପରମେଶ୍ୱର ଦୁଃଖକଷ୍ଟକୁ କାହିଁକି ଅନୁମତି ଦେଇଛନ୍ତି ? ଭିଡିଓ ଚଲାନ୍ତୁ । ପ୍ରତ୍ୟେକ ଭିଡିଓ ଦେଖାଇବା ପରେ ଉପସ୍ଥିତ ଲୋକଙ୍କୁ ପଚାରନ୍ତୁ: ଖୁସିର ଖବର ପୁସ୍ତିକାରୁ ଅଧ୍ୟୟନ କରାଇବା ବେଳେ ଆପଣ ଏହି ଭିଡିଓ କିପରି ବ୍ୟବହାର କରିପାରିବେ ? (ସପୁ୧୯.୦୩ ୭) ଭିଡିଓରେ କୁହାଯାଇଥିବା କେଉଁ କଥାଗୁଡ଼ିକ ଶିଖାଇବା ପାଇଁ ସାହାଯ୍ୟ କରିପାରିବ ? ସମସ୍ତଙ୍କୁ ମନେ ପକାଇ ଦିଅନ୍ତୁ ଯେ ଖୁସିର ଖବର  ପୁସ୍ତିକାର ଡିଜିଟାଲ୍‌ ଫର୍ମାଟ୍‌ରେ ଭିଡିଓର ଲିଙ୍କ୍‌ ଦିଆଯାଇଛି ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧୯ ¶୧୦-୧୯

  • ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

  • ଗୀତ ୩୦ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ