ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ମାର୍ଚ୍ଚ ପୃଷ୍ଠା ୩
  • ୯-୧୫ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୯-୧୫ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ମାର୍ଚ୍ଚ ପୃଷ୍ଠା ୩

୯-୧୫ ମାର୍ଚ୍ଚ

ଆଦି ପୁସ୍ତକ ୨୪

  • ଗୀତ ୧୩୨ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଇସ୍‌ହାକଙ୍କ ପାଇଁ ପତ୍ନୀ”: (୧୦ ମି.)

    • ଆଦି ୨୪:୨-୪—ଇସ୍‌ହାକଙ୍କ ପାଇଁ ପତ୍ନୀ ଖୋଜିବାକୁ ଅବ୍ରହାମ ନିଜ ଦାସକୁ ଏପରି ଲୋକମାନଙ୍କ ପାଖକୁ ପଠାଇଲେ, ଯେଉଁମାନେ ଯିହୋବାଙ୍କୁ ଉପାସନା କରୁଥିଲେ (ପ୍ରସ୧୬-ଇଂ ସଂ୩ ୧୪ ¶୩)

    • ଆଦି ୨୪:୧୧-୧୫—ଅବ୍ରାହାମଙ୍କ ଦାସ ରିବିକାଙ୍କୁ ଏକ କୂଅ ପାଖରେ ଭେଟିଲେ (ପ୍ରସ୧୬-ଇଂ ସଂ୩ ୧୪ ¶୪)

    • ଆଦି ୨୪:୫୮, ୬୭—ରିବିକା ଇସ୍‌ହାକଙ୍କ ସହିତ ବିବାହ କରିବା ପାଇଁ ପ୍ରସ୍ତୁତ ହୋଇଯାʼନ୍ତି (ପ୍ରସ୧୬-ଇଂ ସଂ୩ ୧୪ ¶୬-୭)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଆଦି ୨୪:୧୯, ୨୦—ଏହି ପଦଗୁଡ଼ିକରୁ ଆମେ ରିବିକାଙ୍କଠାରୁ କʼଣ ଶିଖୁ ? (ପ୍ରସ୧୬-ଇଂ ସଂ୩ ୧୨-୧୩)

    • ଆଦି ୨୪:୬୫—ରିବିକା ଓଢ଼ଣାରେ ମୁଣ୍ଡ କାହିଁକି ଢ଼ାଙ୍କିଲେ ଏବଂ ଏଥିରୁ ଆମେ କʼଣ ଶିଖୁ ? (ପ୍ରସ୧୬-ଇଂ ସଂ୩ ୧୫ ¶୩)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଆଦି ୨୪:୧-୨୧ (ଶିଖାଇବା  ଅଧ୍ୟୟନ ୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ ଉପସ୍ଥିତ ଲୋକଙ୍କୁ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ପ୍ରଚାରକ ପ୍ରଶ୍ନଗୁଡ଼ିକର କିପରି ଭଲ ବ୍ୟବହାର କଲେ ? ବ୍ୟକ୍ତି ଜଣକ ଯୀଶୁଙ୍କ ପରିଚୟ ବିଷୟରେ ଉତ୍ତର ଦେବାରୁ ପ୍ରଚାରକ କʼଣ କଲେ ?

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୧)

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୧୨)

  • ସ୍ମାରକର ନିମନ୍ତ୍ରଣ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ବ୍ୟକ୍ତି ଜଣକ ଆଗ୍ରହ ଦେଖାନ୍ତି । ତାʼପରେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରନ୍ତୁ ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଏବଂ ଆଲୋଚନା କରନ୍ତୁ । (ଶିଖାଇବା  ଅଧ୍ୟୟନ ୧୧)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୨୫

  • ୧୪ ମାର୍ଚ୍ଚ ଶନିବାରରୁ ସ୍ମାରକ ନିମନ୍ତ୍ରଣ ଅଭିଯାନ ଆରମ୍ଭ: (୮ ମି.) ଆଲୋଚନା । ସଭାରେ ଆସିଥିବା ସମସ୍ତଙ୍କୁ ଗୋଟିଏ ଲେଖାଏଁ ନିମନ୍ତ୍ରଣ ପତ୍ର ଦିଅନ୍ତୁ ଏବଂ ତାʼ ବିଷୟରେ କୁହନ୍ତୁ । ନିମନ୍ତ୍ରଣ ପତ୍ର ଦେବାର ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ । ଏହା ମଧ୍ୟ କୁହନ୍ତୁ ଯେ ପୂରା ଅଞ୍ଚଳରେ ନିମନ୍ତ୍ରଣ ପତ୍ର ଦେବା ପାଇଁ ମଣ୍ଡଳୀ କʼଣ କʼଣ ବ୍ୟବସ୍ଥା କରିଛି ।

  • “ମୁଁ କେଉଁମାନଙ୍କୁ ନିମନ୍ତ୍ରଣ କରିବି ?”: (୭ ମି.) ଆଲୋଚନା ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧୯ ¶୧-୯

  • ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

  • ଗୀତ ୨୮ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ