ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ମାର୍ଚ୍ଚ ପୃଷ୍ଠା ୨
  • ୨-୮ ମାର୍ଚ୍ଚ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨-୮ ମାର୍ଚ୍ଚ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ମାର୍ଚ୍ଚ ପୃଷ୍ଠା ୨

୨-୮ ମାର୍ଚ୍ଚ

ଆଦି ପୁସ୍ତକ ୨୨-୨୩

  • ଗୀତ ୮୯ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଈଶ୍ୱର ଅବ୍ରହାମଙ୍କୁ ପରୀକ୍ଷା କଲେ”: (୧୦ ମି.)

    • ଆଦି ୨୨:୧, ୨—ଈଶ୍ୱର ଅବ୍ରହାମଙ୍କୁ ତାଙ୍କ ପ୍ରିୟ ପୁତ୍ର ଇସ୍‌ହାକଙ୍କୁ ବଳି ଦେବା ପାଇଁ କହିଲେ (ପ୍ର୧୨-ହି ୭/୧ ୨୦ ¶୪-୬)

    • ଆଦି ୨୨:୯-୧୨—ଯିହୋବା ଅବ୍ରହାମଙ୍କୁ ଇସ୍‌ହାକଙ୍କ ବଳି ଦେବାକୁ ଦେଲେ ନାହିଁ

    • ଆଦି ୨୨:୧୫-୧୮—ଅବ୍ରହାମ ଯିହୋବାଙ୍କ ଆଜ୍ଞା ପାଳନ କଲେ, ତେଣୁ ଯିହୋବା ତାଙ୍କୁ ଆଶିଷ ଦେବା ପାଇଁ ପ୍ରତିଜ୍ଞା କଲେ (ପ୍ର୧୨-ହି ୧୦/୧୫ ୨୩ ¶୬)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)

    • ଆଦି ୨୨:୫—ଅବ୍ରାହାମ ଜାଣିଥିଲେ ଯେ ସେ ଇସ୍‌ହାକଙ୍କୁ ବଳି ଦେବାକୁ ଯାଉଛନ୍ତି, ତଥାପି ସେ କେଉଁ ଆଧାରରେ ନିଜ ସେବକମାନଙ୍କୁ କହିପାରିଲେ ଯେ ସେ ଓ ଇସ୍‌ହାକ ଫେରି ଆସିବେ ? (ପ୍ର୧୬.୦୨-ହି ୧୧ ¶୧୩)

    • ଆଦି ୨୨:୧୨—ଯିହୋବା ଘଟଣାଗୁଡ଼ିକୁ ପୂର୍ବରୁ ଜାଣିପାରନ୍ତି, କିନ୍ତୁ ଏ ପଦରୁ କିପରି ଜଣାପଡ଼େ ଯେ ସେ ଏହି ସାମର୍ଥ୍ୟକୁ ସବୁବେଳେ ବ୍ୟବହାର କରନ୍ତି ନାହିଁ ? (ଇନସାଇଟ୍‌-୧ ୮୫୩ ¶୫-୬)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଆଦି ୨୨:୧-୧୮ (ଶିଖାଇବା  ଅଧ୍ୟୟନ ୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ: (୧୦ ମି.) ଆଲୋଚନା । ଦୃଢ଼ ବିଶ୍ୱାସର ସହିତ କହିବା ଭିଡିଓ ଦେଖାନ୍ତୁ । ତାʼପରେ ଶିଖାଇବା ପୁସ୍ତିକାର ଅଧ୍ୟୟନ ୧୫ ଉପରେ ଆଲୋଚନା କରନ୍ତୁ ।

  • ଭାଷଣ:(୫ ମି. କିମ୍ବା ତାʼଠାରୁ କମ୍‌) ଇନସାଇଟ୍‌-୧ ୬୦୪ ¶୫—ବିଷୟବସ୍ତୁ: ଅବ୍ରହାମଙ୍କୁ ଖ୍ରୀଷ୍ଟଙ୍କ ମୃତ୍ୟୁ ପୂର୍ବରୁ କିପରି ଧାର୍ମିକ କୁହାଗଲା ? (ଶିଖାଇବା  ଅଧ୍ୟୟନ ୭)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୪

  • ଆଜ୍ଞା ପାଳନ କଲେ ସୁରକ୍ଷା ମିଳେ: (୧୫ ମି.) ୨୦୧୭ର ବାର୍ଷିକ ସଭା—ଭାଷଣ ଓ ୨୦୧୮ର ବାର୍ଷିକ ପଦ—ଉଦ୍ଧୃତାଂଶ (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧୮ ¶୨୩-୨୫ ପୃ ୧୯୫-୧୯୬

  • ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

  • ଗୀତ ୫୧ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ