୩-୯ ଫେବୃୟାରୀ
ଆଦି ପୁସ୍ତକ ୧୨-୧୪
ଗୀତ ୧୪ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଆପଣଙ୍କୁ ଲାଭ ପହଞ୍ଚାଉଥିବା ଏକ ଚୁକ୍ତି”: (୧୦ ମି.)
ଆଦି ୧୨:୧, ୨—ଯିହୋବା ପ୍ରତିଜ୍ଞା କରନ୍ତି ଯେ ସେ ଅବ୍ରାମଙ୍କୁ (ଅବ୍ରହାମଙ୍କୁ) ଆଶୀର୍ବାଦ କରିବେ (ଇନସାଇଟ୍-୧ ୫୨୨ ¶୪)
ଆଦି ୧୨:୩—“[ଅବ୍ରହାମଙ୍କଠାରୁ] ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ” (ପ୍ର୮୯-ଇଂ ୭/୧ ୩ ¶୪)
ଆଦି ୧୩:୧୪-୧୭—ଅବ୍ରହାମଙ୍କ ବଂଶ ଯେଉଁଠି ରହନ୍ତେ, ଯିହୋବା ତାଙ୍କୁ ସେହି ଦେଶ ଦେଖାଇଲେ (ଇନସାଇଟ୍-୨ ୨୧୩ ¶୩)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଆଦି ୧୩:୮, ୯—କଳହକୁ ସମାଧାନ କରିବା ମାମଲାରେ ଆମେ ଅବ୍ରହାମଙ୍କଠାରୁ କʼଣ ଶିଖୁ ? (ପ୍ର୧୬.୦୫-ହି ୫ ¶୧୨)
ଆଦି ୧୪:୧୮-୨୦—ଲେବୀ କେଉଁ ଅର୍ଥରେ “ଅବ୍ରହାମଙ୍କ ଦ୍ୱାରା ଦଶମାଂଶ ଦେଇଅଛନ୍ତି” ? (ଏବ୍ରୀ ୭:୪-୧୦; ଇନସାଇଟ୍-୨ ୬୮୩ ¶୧)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଆଦି ୧୨:୧-୨୦ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ: (୧୦ ମି.) ଆଲୋଚନା । ମୁଖ୍ୟ କଥାଗୁଡ଼ିକୁ ସ୍ପଷ୍ଟ କରିବା ଭିଡିଓ ଦେଖାନ୍ତୁ । ତାʼପରେ ଶିଖାଇବା ପୁସ୍ତିକାର ଅଧ୍ୟୟନ ୧୪ ଉପରେ ଆଲୋଚନା କରନ୍ତୁ ।
ଭାଷଣ: (୫ ମି. କିମ୍ବା ତାʼଠାରୁ କମ୍) ପ୍ର୧୨-ଇଂ ୧/୧ ୮—ବିଷୟବସ୍ତୁ: ସାରା କାହିଁକି ଅବ୍ରହାମ ଓ ଯିହୋବାଙ୍କର ଅତି ପ୍ରିୟ ଥିଲେ ? (ଶିଖାଇବା ଅଧ୍ୟୟନ ୧୪)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ପ୍ରସାରଣର ଗୀତଗୁଡ଼ିକରୁ ଆପଣ କʼଣ ଶିଖିପାରିବେ ?”: (୧୦ ମି.) ଆଲୋଚନା । ଆଉ କିଛି ଦିନ (ହିନ୍ଦୀ) ନାମକ ଗୀତର ଭିଡିଓ ଚଲାନ୍ତୁ ।
ମଣ୍ଡଳୀର ଆବଶ୍ୟକତା: (୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୧୭ ¶୧୧-୧୭
ଶେଷ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ଗୀତ ୪୨ ଏବଂ ପ୍ରାର୍ଥନା