ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଡିସେମ୍ବର ପୃଷ୍ଠା ୫
  • ୨୩-୨୯ ଡିସେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୩-୨୯ ଡିସେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଡିସେମ୍ବର ପୃଷ୍ଠା ୫

୨୩-୨୯ ଡିସେମ୍ବର

ପ୍ରକାଶିତ ବାକ୍ୟ ୧୭-୧୯

  • ଗୀତ ୧୪୯ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଈଶ୍ୱରଙ୍କ ଯୁଦ୍ଧ ସମସ୍ତ ଯୁଦ୍ଧକୁ ସମାପ୍ତ କରେ”: (୧୦ ମି.)

    • ପ୍ରକା ୧୯:୧୧, ୧୪-୧୬—ଖ୍ରୀଷ୍ଟ ଯୀଶୁ ଯିହୋବାଙ୍କ ତରଫରୁ ସତ୍ୟରେ ନ୍ୟାୟ କରିବେ (ପ୍ର୦୮-ଇଂ ୪/୧ ୮ ¶୩-୪; ଇନସାଇଟ୍‌-୧ ୧୧୪୬ ¶୧)

    • ପ୍ରକା ୧୯:୧୯, ୨୦—ପଶୁ ଓ ଭଣ୍ଡ ଭାବବାଦୀଙ୍କୁ ବିନାଶ କରି ଦିଆଯିବ (ରେଭେଲେସନ୍‌ ୨୮୬ ¶୨୪)

    • ପ୍ରକା ୧୯:୨୧—ଯିହୋବାଙ୍କ ଶାସନ କରିବାର ଅଧିକାରକୁ ବିରୋଧ କରୁଥିବା ଲୋକମାନଙ୍କୁ ବିନାଶ କରି ଦିଆଯିବ (ରେଭେଲେସନ୍‌ ୨୮୬ ¶୨୫)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ପ୍ରକା ୧୭:୮—ଆମେ କିପରି ଜାଣୁ ଯେ ପଶୁ “ଥିଲା, ଏବେ ନାହିଁ ଓ ପରେ ଆସିବ” ? (ରେଭେଲେସନ୍‌ ୨୪୭-୨୪୮ ¶୫-୬)

    • ପ୍ରକା ୧୭:୧୬, ୧୭—ଆମେ କିପରି ଜାଣୁ ଯେ ମିଥ୍ୟା ଧର୍ମ ସେମିତି ହିଁ ଧୀରେ ଧୀରେ ଲୁପ୍ତ ହେବ ନାହିଁ ? (ପ୍ର୧୨-ହି ୬/୧୫ ୧୮ ¶୧୭)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ପ୍ରକା ୧୭:୧-୧୧ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ  ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।

  • ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା  ଅଧ୍ୟୟନ ୮)

  • ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍‌) ଯିହୋବାଙ୍କ ଇଚ୍ଛା ପାଠ ୮ (ଶିଖାଇବା  ଅଧ୍ୟୟନ ୧୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୫୦

  • ଯିହୋବା, ଦେ ସାହସ: (୧୫ ମି.) ଆଲୋଚନା । ପ୍ରସାରଣର ଗୀତରୁ ଯିହୋବା, ଦେ ସାହସ ଭିଡିଓ  ଦେଖାନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ: ଜୀବନର କେଉଁ କେଉଁ ପରିସ୍ଥିତିରେ ଆମକୁ ସାହସ ଆବଶ୍ୟକ ହୁଏ ? ବାଇବଲର କେଉଁ ଘଟଣାଗୁଡ଼ିକ ପଢ଼ିଲେ ଆପଣଙ୍କ ସାହସ ବଢ଼ିଯାଏ ? କିଏ ଆମ ସହିତ ଅଛନ୍ତି ? ଏହି ଭାଗର ଶେଷରେ ସମସ୍ତଙ୍କୁ ଉତ୍ସାହିତ କରନ୍ତୁ ଯେ ସେମାନେ ଠିଆ ହୋଇ “ଯିହୋବା, ଦେ ସାହସ” ଗୀତ ଗାଇବେ (ସଭା ପାଇଁ ଗୀତ) ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ  ଅଧ୍ୟା ୧୫ ¶୧୧-୧୮, ଅଧିକ ବିବରଣୀ—୧୪, ୧୭, ୧୮

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୧୨୨ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ