ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ନଭେମ୍ବର ପୃଷ୍ଠା ୫
  • ‘ଆମ୍ଭେ ତୁମ୍ଭର କର୍ମ ଜାଣୁ’

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ‘ଆମ୍ଭେ ତୁମ୍ଭର କର୍ମ ଜାଣୁ’
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଯିହୋବା କିପରି ଯୀଶୁଙ୍କ ଜରିଆରେ ମଣ୍ଡଳୀକୁ ମାର୍ଗଦର୍ଶନ ଦିଅନ୍ତି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ପ୍ରାଚୀନମାନେ କିପରି ମଣ୍ଡଳୀର ସେବା କରନ୍ତି ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ନଭେମ୍ବର ପୃଷ୍ଠା ୫

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରକାଶିତ ବାକ୍ୟ ୧-୩

‘ଆମ୍ଭେ ତୁମ୍ଭର କର୍ମ ଜାଣୁ’

୧:୨୦; ୨:୧, ୨

  • ଦୁଇ ଜଣ ଚୀନ ଜଣେ ଭାଇଙ୍କ ସହ କଥା ହେଉଛନ୍ତି; ଯୀଶୁ ନିଜ ହାତରେ ସ ନକ୍ଷତ ଧରିଛନ୍ତି

    “ସପ୍ତ ନକ୍ଷତ୍ର”: ଏହା ମଣ୍ଡଳୀର ଅଭିଷିକ୍ତ ପ୍ରାଚୀନମାନଙ୍କୁ ଦର୍ଶାଏ କିନ୍ତୁ ଏହା ସମସ୍ତ ପ୍ରାଚୀନଙ୍କ ଉପରେ ମଧ୍ୟ ଲାଗୁ ହୁଏ

  • “[ଯୀଶୁଙ୍କ] ଦକ୍ଷିଣ ହସ୍ତରେ”: ଏହା ସୂଚାଏ ଯେ ନକ୍ଷତ୍ରଗୁଡ଼ିକ ଉପରେ ଯୀଶୁଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି ଏବଂ ସେଗୁଡ଼ିକୁ ପରିଚାଳନା କରିବା ପାଇଁ ତାହାଙ୍କଠାରେ ଶକ୍ତି ରହିଛି । ଯଦି ପ୍ରାଚୀନମାନଙ୍କ ସମୂହରେ କାହାରିକୁ ଅନୁଶାସନ ଆବଶ୍ୟକ ହୁଏ, ତେବେ ଯୀଶୁ ତାହା ଦେଖନ୍ତି ଏବଂ ସେ ସଠିକ୍‌ ସମୟ ଓ ସଠିକ୍‌ ଉପାୟରେ ତାଙ୍କୁ ଅନୁଶାସନ ଦେଇଥାʼନ୍ତି

  • “ସପ୍ତ ସୁବର୍ଣ୍ଣ ପ୍ରଦୀପ”: ଏହା ଖ୍ରୀଷ୍ଟିୟାନ ମଣ୍ଡଳୀଗୁଡ଼ିକୁ ଦର୍ଶାଏ । ପବିତ୍ର ତମ୍ବୁରେ ଥିବା ଦୀପବୃକ୍ଷ ଯେପରି ଚାରିଆଡ଼େ ଆଲୋକ ଦେଉଥିଲା, ଠିକ୍‌ ସେହିପରି ଖ୍ରୀଷ୍ଟିୟାନ ମଣ୍ଡଳୀଗୁଡ଼ିକ ମଧ୍ୟ ଆଧ୍ୟାତ୍ମିକ ଆଲୋକ ପ୍ରଦାନ କରିଥାଏ । (ମାଥି ୫:୧୪) ଯୀଶୁ ଆଜି ପ୍ରଦୀପ “ମଧ୍ୟରେ ଗମନାଗମନ” କରନ୍ତି ଅର୍ଥାତ୍‌, ସେ ସମସ୍ତ ମଣ୍ଡଳୀଗୁଡ଼ିକର କାର୍ଯ୍ୟକଳାପକୁ ନିରୀକ୍ଷଣ କରନ୍ତି

ଏହି ଦର୍ଶନରୁ ଆପଣଙ୍କୁ କିପରି ସାହାଯ୍ୟ ମିଳେ . . .

  • ଯେତେବେଳେ ପ୍ରାଚୀନମାନେ ଆପଣଙ୍କୁ ନିର୍ଦ୍ଦେଶ କିମ୍ବା ପରାମର୍ଶ ଦିଅନ୍ତି ?

  • ଯଦି ଆପଣ ନିଜ ମଣ୍ଡଳୀରେ କିଛି ଅନ୍ୟାୟ କିମ୍ବା ସମସ୍ୟା ଦେଖନ୍ତି ?

  • ସୁସମାଚାର ଶୁଣାଇବାର ପ୍ରତ୍ୟେକ ସୁଯୋଗକୁ ହାତଛଡ଼ା ନ କରିବାରେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ