ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ନଭେମ୍ବର ପୃଷ୍ଠା ୨
  • ୪-୧୦ ନଭେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୪-୧୦ ନଭେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ନଭେମ୍ବର ପୃଷ୍ଠା ୨

୪-୧୦ ନଭେମ୍ବର

୧ ଯୋହନ ୧-୫

  • ଗୀତ ୧୨୨ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ସଂସାର କିମ୍ବା ସେଥିର ବିଷୟଗୁଡ଼ିକୁ ପ୍ରେମ କରନ୍ତୁ ନାହିଁ”: (୧୦ ମି.)

    • [୧ ଯୋହନ ବହିର ପରିଚୟ  ନାମକ ଭିଡିଓ ଦେଖାନ୍ତୁ ।]

    • ୧ ଯୋହ ୨:୧୫, ୧୬—‘ସଂସାରରେ ଥିବା ସମସ୍ତ ବିଷୟ ସଂସାରରୁ ଉତ୍ପନ୍ନ ହୁଏ,’ ପିତାଙ୍କଠାରୁ ନୁହେଁ (ପ୍ର୦୫-ହି ୧/୧ ୧୦ ¶୧୩)

    • ୧ ଯୋହ ୨:୧୭—ସଂସାର ଓ ସେଥିର ଅଭିଳାଷ ଅନିତ୍ୟ (ପ୍ର୧୩-ହି ୮/୧୫ ୨୭ ¶୧୮)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ୧ଯୋହ ୨:୭, ୮—ଯୋହନ ଯେଉଁ ଆଜ୍ଞା ବିଷୟରେ ଉଲ୍ଲେଖ କଲେ, ତାହା କିପରି ଉଭୟ ନୂତନ ଓ ପୂରାତନ ଥିଲା ? (ପ୍ର୧୩-ହି ୯/୧୫ ୧୦ ¶୧୪)

    • ୧ଯୋହ ୫:୧୬, ୧୭—“ମୃତ୍ୟୁଜନକ ପାପ” କʼଣ ? (ଇନସାଇଟ୍‌-୧ ୮୬୨ ¶୫)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ୧ଯୋହ ୧:୧–୨:୬ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ: (୧୦ ମି.) ଆଲୋଚନା । ଉତ୍ସାହର ସହିତ କହିବା  ଭିଡିଓ ଦେଖାନ୍ତୁ । ତାʼପରେ ଶିଖାଇବା  ପୁସ୍ତିକାର ଅଧ୍ୟୟନ ୧୧ ଉପରେ ଆଲୋଚନା କରନ୍ତୁ ।

  • ଭାଷଣ: (୫ ମି. କିମ୍ବା ତାʼଠାରୁ କମ୍‌) ପ୍ର୦୪-ହି ୧୦/୧ ୨୯—ବିଷୟବସ୍ତୁ: ୧ ଯୋହନ ୪:୧୮ ପଦରେ ଯେବେ ଯୋହନ କହିଲେ, “ସିଦ୍ଧ ପ୍ରେମ ଭୟକୁ ଦୂର କରେ,” ତାଙ୍କ କହିବାର ଅର୍ଥ କʼଣ ଥିଲା ? (ଶିଖାଇବା  ଅଧ୍ୟୟନ ୭)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୩୨

  • “ବିବାହ ଦିନ ପାଇଁ ଆପଣଙ୍କ ଯୋଜନାରେ ଏ ସଂସାରର ପ୍ରଭାବ ନ ପଡ଼ୁ”: (୧୫ ମି.) ଆଲୋଚନା । ଏପରି ବିବାହ ଯେଉଁଥରୁ ଯିହୋବାଙ୍କ ମହିମା ହୁଏ  (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ  ଅଧ୍ୟା ୧୨ ¶୨୦-୨୨, ପୃ ୧୩୩-୧୩୪

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୩୫ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ