ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ସେପ୍ଟେମ୍ବର ପୃଷ୍ଠା ୭
  • ‘ଏହି ସମସ୍ତ ବିଷୟ ଚିନ୍ତା କର’

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ‘ଏହି ସମସ୍ତ ବିଷୟ ଚିନ୍ତା କର’
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଆମେ ଯାହା ଭାବୁ, ସେଥିରେ ଆମକୁ ନିର୍ଦ୍ଦୋଷ ରହିବାର ଅଛି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଭଲ ମନୋରଞ୍ଜନ କʼଣ, ତାହା କିପରି ଜାଣିବା ?
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
  • ଏପରି ମନୋରଞ୍ଜନ ବାଛନ୍ତୁ, ଯାହା ଯିହୋବା ପସନ୍ଦ କରନ୍ତି
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ବୁଝିବିଚାରି ମନୋରଞ୍ଜନ ବାଛନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ସେପ୍ଟେମ୍ବର ପୃଷ୍ଠା ୭
ଜଣେ ଭାଇ ରାତିରେ କମ୍ପ୍ୟୁଟର ଦେଖୁଛନ୍ତି ଏବଂ ତାଙ୍କ ପଛପଟେ ଶୟତାନକୁ ଏକ ଗର୍ଜନ କରୁବା ସିଂହ ଭାବେ ଦର୍ଶାଯାଇଛି

୩୦ ସେପ୍ଟେମ୍ବର–୬ ଅକ୍ଟୋବର

‘ଏହି ସମସ୍ତ ବିଷୟ ଚିନ୍ତା କର’

ଆମେ କେଉଁ ବିଷୟଗୁଡ଼ିକ ଉପରେ ଚିନ୍ତା କରିବା ଉଚିତ ? ଫିଲିପ୍‌ପୀୟ ୪:୮ ପଦ କହେ, ଯେଉଁ ବିଷୟସବୁ ସତ୍ୟ, ଆଦରଣୀୟ, ଯଥାର୍ଥ, ବିଶୁଦ୍ଧ, ପ୍ରୀତିଭାଜନ, ସୁଖ୍ୟାତିଯୁକ୍ତ, ସଦ୍‌ଗୁଣ ଓ ପ୍ରଶଂସାର ବିଷୟ ସେଗୁଡ଼ିକ ବିଷୟରେ ଚିନ୍ତା କରିବା ଉଚିତ୍‌। ଏହା ସତ ଯେ ଖ୍ରୀଷ୍ଟିୟାନମାନଙ୍କୁ କେବଳ ବାଇବଲ ବିଷୟଗୁଡ଼ିକ ଉପରେ ଚିନ୍ତା କରିବା ପାଇଁ ବାଧ୍ୟ କରାଯାଇ ନାହିଁ। କିନ୍ତୁ, ଆମେ ହୃଦୟରେ ଯାହା ଚିନ୍ତନ କରୁ, ତାʼ ଦ୍ୱାରା ଆମେ ଯିହୋବାଙ୍କୁ ଖୁସି କରିପାରିବା। ଯଦି ଆମେ ଖରାପ ବିଷୟଗୁଡ଼ିକ ଚିନ୍ତା କରିବା, ତେବେ ଯିହୋବାଙ୍କ ପ୍ରତି ବିଶ୍ୱସ୍ତ ରହିବା ଆମ ପାଇଁ କଷ୍ଟକର ହୋଇଯିବ। —ଗୀତ ୧୯:୧୪.

ଖରାପ ଚିନ୍ତାଗୁଡ଼ିକରୁ ଦୂରେଇ ରହିବା ଆମ ପାଇଁ ଏକ ସଂଘର୍ଷ ହୋଇପାରେ। ଅପରିପୂର୍ଣ୍ଣ ହେବା ଯୋଗୁଁ ଆମକୁ ନିଜ ଶରୀରର ଇଚ୍ଛା ବିରୁଦ୍ଧରେ ଲଢ଼ିବାକୁ ପଡ଼େ। ଏହା ସହିତ, ଆମକୁ “ଜଗତ୍‌ପତି” ଶୟତାନ ସହ ମଧ୍ୟ ଲଢ଼ିବାକୁ ପଡ଼ିଥାଏ। (୨କରି ୪:୪) ଶୟତାନ ଟିଭି କାର୍ଯ୍ୟକ୍ରମ, ରେଡିଓ, ଇଣ୍ଟରନେଟ୍‌, ବହି, ପତ୍ରିକା ଓ ଖବରକାଗଜ ଜରିଆରେ ଆମ ମନରେ ଖରାପ ଚିନ୍ତାଗୁଡ଼ିକ ଭରିବା ପାଇଁ ଚେଷ୍ଟା କରେ। ଯଦି ଆମେ ଯାହା ଚିନ୍ତା କରୁ ତାʼ ପ୍ରତି ସତର୍କ ନ ରହୁ, ତେବେ ଏହା ଆମର ଚିନ୍ତାଧାରାକୁ ଭ୍ରଷ୍ଟ କରିଦେବ ଏବଂ ଧିରେ ଧିରେ ଏହା ଆମ ଚାଲିଚଳନ ଉପରେ ପ୍ରଭାବ ପକାଇବ।—ଯାକୁ ୧:୧୪, ୧୫.

ଯାହା ବିଶ୍ୱସ୍ତତାକୁ ଧିରେ ଧିରେ ନଷ୍ଟ କରିଦିଏ,  ତାʼଠାରୁ ଦୂରେଇ ରହନ୍ତୁ—ଅନୁଚିତ ମନୋରଞ୍ଜନ  (ହିନ୍ଦୀ) ନାମକ ଭିଡିଓ ଦେଖନ୍ତୁ ଏବଂ ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଜଣେ ଭାଇ ରାତିରେ କମ୍ପ୍ୟୁଟର ଦେଖୁଛନ୍ତି ଏବଂ ତାଙ୍କ ପଛପଟେ ଶୟତାନକୁ ଏକ ଗର୍ଜନ କରୁବା ସିଂହ ଭାବେ ଦର୍ଶାଯାଇଛି

    ଭାଇ ଜଣକ ନିଜ ଫୋନ୍‌ରେ କʼଣ ଦେଖୁଥିଲେ ଏବଂ ଏହା ତାଙ୍କ ଉପରେ କʼଣ ପ୍ରଭାବ ପକାଇଲା ?

  • ଜଣେ ଭାଇ ରାତିରେ ନିଜ ଫୋନ୍‌ରେ ଏପରି କିଛି ଦେଖୁଛନ୍ତି ଯାହା ଦେବା ଉଚି ନୁହେ

    ଗାଲାତୀୟ ୬:୭, ୮ ଓ ଗୀତସଂହିତା ୧୧୯:୩୭ ପଦ ତାଙ୍କୁ କିପରି ସାହାଯ୍ୟ କଲା ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ