ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ସେପ୍ଟେମ୍ବର ପୃଷ୍ଠା ୬
  • ୩୦ ସେପ୍ଟେମ୍ବର–୬ ଅକ୍ଟୋବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୩୦ ସେପ୍ଟେମ୍ବର–୬ ଅକ୍ଟୋବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ସେପ୍ଟେମ୍ବର ପୃଷ୍ଠା ୬

୩୦ ସେପ୍ଟେମ୍ବର–୬ ଅକ୍ଟୋବର

ଯାକୁବ ୧-୨

  • ଗୀତ ୧୨୨ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ପାପ ଓ ମୃତ୍ୟୁ ଆଡ଼କୁ ନେଇଯାଉଥିବା ରାସ୍ତା”: (୧୦ ମି.)

    • [ଯାକୁବ ବହିର ପରିଚୟ  ନାମକ ଭିଡିଓ ଦେଖାନ୍ତୁ।]

    • ଯାକୁ ୧:୧୪—ଖରାପ ଚିନ୍ତାଗୁଡ଼ିକ ଅତି ସହଜରେ ମନ୍ଦ ଇଚ୍ଛାକୁ ଉତ୍ତେଜିତ କରିପାରେ (ସଜା୧୭.୪-ହି ୧୪)

    • ଯାକୁ ୧:୧୫—ମନ୍ଦ ଇଚ୍ଛା ହିଁ ଅଧିକାଂଶ ସମୟରେ ଆମକୁ ପାପ ଓ ମୃତ୍ୟୁ ଆଡ଼କୁ ନେଇଯାଏ (ସଜା୧୭.୪-ହି ୧୪)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଯାକୁ ୧:୧୭—ଯିହୋବାଙ୍କୁ କାହିଁକି “ଜ୍ୟୋତିର୍ଗଣର ପିତା” ବୋଲି କୁହାଯାଇଛି ? (ଇନସାଇଟ୍‌-୨ ୨୫୩-୨୫୪)

    • ଯାକୁ ୨:୮—“ରାଜକୀୟ ବ୍ୟବସ୍ଥା” କʼଣ? (ଇନସାଇଟ୍‌-୨ ୨୨୨ ¶୪)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଯାକୁ ୨:୧୦-୨୬ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ତୃତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) କୌଣସି ପଦ ବାଛନ୍ତୁ। ଘରମାଲିକଙ୍କୁ ସଭାକୁ ନିମନ୍ତ୍ରଣ କରନ୍ତୁ। (ଶିଖାଇବା  ଅଧ୍ୟୟନ ୩)

  • ତୃତୀୟ ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍‌) କୌଣସି ପଦ ବାଛନ୍ତୁ। ଅଧ୍ୟୟନ ପାଇଁ ବ୍ୟବହୃତ ହେଉଥିବା କୌଣସି ଏକ ପ୍ରକାଶନ ଦିଅନ୍ତୁ। (ଶିଖାଇବା  ଅଧ୍ୟୟନ ୧୨)

  • ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍‌) ଆମକୁ ଶିଖାଏ  ୩୦ ¶୪-୫ (ଶିଖାଇବା  ଅଧ୍ୟୟନ ୧୩)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୪୫

  • “ଏହି ସମସ୍ତ ବିଷୟ ଚିନ୍ତା କର”: (୮ ମି.) ଆଲୋଚନା।  ଯାହା ବିଶ୍ୱସ୍ତତାକୁ ଧିରେ ଧିରେ ନଷ୍ଟ କରିଦିଏ ତାʼଠାରୁ ଦୂରେଇ ରହନ୍ତୁ—ଅନୁଚିତ ମନୋରଞ୍ଜନ  (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।

  • ପିତାମାତାମାନେ—ନିଜ ପିଲାଙ୍କୁ ସେକ୍ସଟିଙ୍ଗ୍‌ରୁ ଦୂରେଇ ରହିବା ପାଇଁ ପ୍ରସ୍ତୁତ କରନ୍ତୁ: (୭ ମି.) ଜାନୁୟାରୀ ୨୦୧୪ର ସଜାଗ ହୁଅ  ! (ହିନ୍ଦୀ) ପତ୍ରିକାର ୪-୫ ପୃଷ୍ଠା ଉପରେ ଆଧାରିତ ଜଣେ ପ୍ରାଚୀନଙ୍କ ଦ୍ୱାରା ଭାଷଣ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ  ଅଧ୍ୟା ୧୧ ¶୧-୯

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୧୧୨ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ