ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ସେପ୍ଟେମ୍ବର ପୃଷ୍ଠା ୩
  • ୯-୧୫ ସେପ୍ଟେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୯-୧୫ ସେପ୍ଟେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ସେପ୍ଟେମ୍ବର ପୃଷ୍ଠା ୩

୯-୧୫ ସେପ୍ଟେମ୍ବର

ଏବ୍ରୀ ୯-୧୦

  • ଗୀତ ୧୦ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଆଗାମୀ ଉତ୍ତମ ଉତ୍ତମ ବିଷୟର ଛାୟା ସ୍ୱରୂପ”: (୧୦ ମି.)

    • ଏବ୍ରୀ ୯:୧୨-୧୪—ଖ୍ରୀଷ୍ଟଙ୍କ ରକ୍ତ ଛାଗ ଓ ବୃଷମାନଙ୍କ ରକ୍ତଠାରୁ ଶ୍ରେଷ୍ଠ (ଇନସାଇଟ୍‌-୧ ୮୬୨ ¶୧)

    • ଏବ୍ରୀ ୯:୨୪-୨୬—ଖ୍ରୀଷ୍ଟ ନିଜ ବଳିଦାନର ମୂଲ୍ୟ ଏକାଥରକେ କିନ୍ତୁ ଚିରଦିନ ପାଇଁ ଈଶ୍ୱରଙ୍କୁ ଦେଲେ [ଅନୁଗମନ କର (ହିନ୍ଦୀ) ୧୮୩ ¶୪]

    • ଏବ୍ରୀ ୧୦:୧-୪—ମୋଶାଙ୍କ ବ୍ୟବସ୍ଥା ଆଗାମୀ ଉତ୍ତମ ବିଷୟଗୁଡ଼ିକୁ ସୂଚାଉ ଥିଲା (ଇନସାଇଟ୍‌-୨ ୬୦୨-୬୦୩)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଏବ୍ରୀ ୯:୧୬, ୧୭—ଏହି ପଦଗୁଡ଼ିକର ଅର୍ଥ କʼଣ ? (ପ୍ର୯୨-ଇଂ ୩/୧ ୩୧ ¶୪-୬)

    • ଏବ୍ରୀ ୧୦:୫-୭—ଯୀଶୁ ଏହି କଥାଗୁଡ଼ିକୁ କେବେ କହିଥିଲେ ଏବଂ ସେ ଏପରି କହିବାର ଅର୍ଥ କʼଣ ଥିଲା? (ଇନସାଇଟ୍‌-୧ ୨୪୯-୨୫୦)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଏବ୍ରୀ ୯:୧-୧୪ (ଶିଖାଇବା  ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ। (ଶିଖାଇବା  ଅଧ୍ୟୟନ ୧)

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ। (ଶିଖାଇବା  ଅଧ୍ୟୟନ ୨)

  • ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ତାʼପରେ jw.org ସମ୍ପର୍କ କାର୍ଡ଼ ଦିଅନ୍ତୁ। (ଶିଖାଇବା  ଅଧ୍ୟୟନ ୧୧)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୮୯

  • କʼଣ ଆମେ ସଭା ପ୍ରତି କୃତଜ୍ଞତା ଦେଖାଉ ? (ଗୀତ ୨୭:୧୧): (୧୨ ମି.) ଭିଡିଓ (ହିନ୍ଦୀ) ଦେଖାନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

    • ଆମ ମହାଯାଜକ ଯୀଶୁ ଆମ ପାଇଁ କʼଣ କʼଣ କରନ୍ତି ?

    • ଆମେ କେଉଁ ତିନୋଟି ଉପାୟରେ ନିଜ କୃତଜ୍ଞତା ଦେଖାଇପାରିବା ?

  • ସଭା ସମୟରେ ଧ୍ୟାନ ଦିଅନ୍ତୁ: (୩ ମି.) ଭିଡିଓ (ହିନ୍ଦୀ) ଦେଖାନ୍ତୁ । ତାʼପରେ ପିଲାଙ୍କୁ ପଚାରନ୍ତୁ ଯେ ସେମାନେ ସଭା ସମୟରେ କାହିଁକି ଧ୍ୟାନ ଦେବା ଉଚିତ୍‌।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ  ଅଧ୍ୟା ୧୦ ¶୧-୯, ଅଧିକ ବିବରଣୀ—୮

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୬୬ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ