ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଜୁଲାଇ ପୃଷ୍ଠା ୭
  • ଈଶ୍ୱରଙ୍କ ଉପାସନା ଶାରୀରିକ ବ୍ୟାୟାମଠାରୁ ଅଧିକ ଲାଭଜନକ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱରଙ୍କ ଉପାସନା ଶାରୀରିକ ବ୍ୟାୟାମଠାରୁ ଅଧିକ ଲାଭଜନକ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଜୁଲାଇ ପୃଷ୍ଠା ୭

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଈଶ୍ୱରଙ୍କ ଉପାସନା ଶାରୀରିକ ବ୍ୟାୟାମଠାରୁ ଅଧିକ ଲାଭଜନକ

ଜଣେ ଝିଅ ଟେନିସ୍‌ ରାକେ ଧରିଛି, ଜଣେ ପିଲା ବାସ୍କେଟବଲ୍‌ ଧରିଛି ଏବଂ ଆଉ ଜଣେ ପୁଅ ବେସ୍‌ବଲ୍‌ ବ୍ୟା ଧରିଛି

ବ୍ୟାୟାମ କଲେ କʼଣ କିଛି ଲାଭ ହୁଏ ? ହଁ, କିଛି ମାତ୍ରାରେ। କିନ୍ତୁ ଯଦି ଆମେ ଏପରି କାମଗୁଡ଼ିକରେ ଲାଗି ରହିବା, ଯାହାଦ୍ୱାରା ଈଶ୍ୱରଙ୍କ ସହ ଆମ ସମ୍ପର୍କ ମଜବୁତ୍‌ ହୁଏ, ତେବେ ଆମକୁ କାହିଁ କେତେ ଅଧିକ ଲାଭ ମିଳିବ। (୧ତୀମ ୪:୮) ତେଣୁ ଖ୍ରୀଷ୍ଟିୟାନମାନେ ଖେଳକୁଦ ବିଷୟରେ ସଠିକ୍‌ ଦୃଷ୍ଟିକୋଣ ରଖିବା ଉଚିତ୍‌।

ପ୍ରକୃତ ଖେଳାଳି କାହାକୁ କହନ୍ତି ? ନାମକ ହ୍ୱାଇଟ୍‌ବୋର୍ଡ କାର୍ଟୁନ ଦେଖନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  1. ପିଲାମାନେ ସମସ୍ତେ ମିଶି ନୌକା ଚାଳନା କରୁଛନ୍ତି

    ୧. ଖେଳକୁଦ ଦ୍ୱାରା ଆମେ କେଉଁସବୁ ଦକ୍ଷତା ବଢ଼ାଇପାରିବା ?

  2. ଜଣେ ପୁଅ ନିଜର ଖେଳ ସାମ ତଳେ ଚାପି ହୋଇଛି

    ୨. କେଉଁ ତିନୋଟି କଥାରୁ ଆମେ ନିଷ୍ପତ୍ତି ନେଇପାରିବା ଯେ ଆମେ କୌଣସି ନିର୍ଦ୍ଦିଷ୍ଟ ଖେଳରେ ଭାଗ ନେବା ଉଚିତ୍‌ କି ନୁହେଁ ?

  3. ରାଗିଯାଇବା ଜଣେ ଝିଅ ମୁଷ୍ଟିଯୁଦ୍ଧର ଗ୍ଲୋବ୍‌ସ ପିନ୍ଧିଛି

    ୩. ଆମେ କେଉଁ ଖେଳ ଦେଖିବା କିମ୍ବା ଖେଳିବା ଉଚିତ୍‌, ସେବିଷୟରେ ଗୀତସଂହିତା ୧୧:୫ ପଦରୁ କʼଣ ଶିଖିପାରିବା ?

  4. ତିଯୋଗିତା ମନୋଭାବ ରଖୁବା ଜଣେ ଅହଂକାରୀ ପିଲା ଅନ୍ୟ ଦୁଇ ଜଣ ପିଲାଙ୍କ ସାମନାରେ ନିଜ ବିଷୟରେ ଗର୍ବ କରୁଛି

    ୪. ଆମେ କିପରି ଖେଳିବା ଉଚିତ୍‌, ସେବିଷୟରେ ଫିଲିପ୍‌ପୀୟ ୨:୩ ଓ ହିତୋପଦେଶ ୧୬:୧୮ ପଦରୁ କʼଣ ଶିଖିପାରିବା ?

  5. ଜଣେ ଝିଅ ମଣ୍ଡଳୀର ସଭାରେ ଶୋଉଛି

    ୫. ଫିଲିପ୍‌ପୀୟ ୧:୧୦ ପଦରୁ କିପରି ଜଣାପଡ଼େ ଯେ ଆମେ କୌଣସି ଖେଳକୁ ଦେଖିବା କିମ୍ବା ଖେଳିବାରେ ଅତ୍ୟଧିକ ସମୟ ବିତାଇବା ଅନୁଚିତ୍‌ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ