ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ଜୁଲାଇ ପୃଷ୍ଠା ୬
  • ୨୯ ଜୁଲାଇ–୪ ଅଗଷ୍ଟ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୯ ଜୁଲାଇ–୪ ଅଗଷ୍ଟ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ଜୁଲାଇ ପୃଷ୍ଠା ୬

୨୯ ଜୁଲାଇ–୪ ଅଗଷ୍ଟ

୧ ତୀମଥି ୪-୬

  • ଗୀତ ୮୦ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଈଶ୍ୱରଙ୍କ ଉପାସନା ନା ଧନ ସମ୍ପତ୍ତି ?”: (୧୦ ମି.)

    • ୧ତୀମ ୬:୬-୮—‘ଈଶ୍ୱରପରାୟଣତା ସନ୍ତୋଷଭାବଯୁକ୍ତ ହେବାର’ ମହତ୍ତ୍ୱ (ପ୍ର୦୩-ହି ୬/୧ ୯ ¶୧-୨)

    • ୧ତୀମ ୬:୯—ଧନୀ ହେବାକୁ ଇଚ୍ଛା କରିବାର ପରିଣାମ (ସଜା-ଇଂ ୬/୦୭ ୬ ¶୨)

    • ୧ତୀମ ୬:୧୦—ଧନଲୋଭ କରିବା ଯୋଗୁଁ ଆସୁଥିବା ଦୁଃଖକଷ୍ଟ (ସଜା-ହି ୧/୦୯ ୬ ¶୪-୬)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ୧ତୀମ ୪:୧, ୨—ଜଣେ ବ୍ୟକ୍ତିର ବିବେକ କିପରି ଭ୍ରଷ୍ଟବିବେକ ହୋଇପାରେ [‘ତପ୍ତ ଲୁହାରେ ପୋଡ଼ିଗଲା ପରି ବିବେକ ପୋଡ଼ିଯାଏ,’ NIBV] ଏବଂ ଏହା କାହିଁକି ବିପଜ୍ଜନକ ? [ପ୍ରେମରେ ସ୍ଥିର (ହିନ୍ଦୀ) ୨୩-୨୪ ¶୧୭]

    • ୧ତୀମ ୪:୧୩—ପାଉଲ ତୀମଥିଙ୍କୁ କାହିଁକି କହିଲେ ଯେ ସେ ଶାସ୍ତ୍ରପାଠ କରିବା ଜାରି ରଖନ୍ତୁ ? (ଇନସାଇଟ୍‌-୨ ୭୧୪ ¶୧-୨)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ୧ତୀମ ୪:୧-୧୬ (ଶିଖାଇବା ଅଧ୍ୟୟନ ୫)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ। ଘରମାଲିକଙ୍କୁ ସଭାକୁ ନିମନ୍ତ୍ରଣ କରନ୍ତୁ। (ଶିଖାଇବା ଅଧ୍ୟୟନ ୧୧)

  • ବାଇବଲ ଅଧ୍ୟୟନ: (୪ ମି. କିମ୍ବା ତାʼଠାରୁ କମ୍‌) ପ୍ରେମରେ ସ୍ଥିର (ହିନ୍ଦୀ) ୨୦୭-୨୦୯ ¶୨୦-୨୧ (ଶିଖାଇବା ଅଧ୍ୟୟନ ୩)

  • ବାଇବଲ ଅଧ୍ୟୟନ: (୫ ମି. କିମ୍ବା ତାʼଠାରୁ କମ୍‌) ଉନ୍ନତି ନ କରୁଥିବା ବିଦ୍ୟାର୍ଥୀଙ୍କ ମନରେ କୌଣସି ଆଘାତ ନ ଦେଇ ଅଧ୍ୟୟନ ବନ୍ଦ କରନ୍ତୁ।—ସପୁ ୧୯.୦୨ ୭ ଦେଖନ୍ତୁ । (ଶିଖାଇବା ଅଧ୍ୟୟନ ୧୨)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୩୭

  • ବିଳାସବ୍ୟସନର ଜିନିଷଗୁଡ଼ିକ ଠୁଳ କରିବାର ପରିଣାମ: (୭ ମି.) “ଧୈର୍ଯ୍ୟ ସହକାରେ ଦୌଡ଼ିବା ଜାରି ରଖନ୍ତୁ”—ଅଯଥା ବୋଝ ଫିଙ୍ଗି ଦିଅନ୍ତୁ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ । ତାʼପରେ ଆଲୋଚନା କରନ୍ତୁ ଯେ ଏହି ଭିଡିଓରୁ କʼଣ କʼଣ ଶିଖିବାକୁ ମିଳିଲା ।

  • “ଈଶ୍ୱରଙ୍କ ଉପାସନା ଶାରୀରିକ ବ୍ୟାୟାମଠାରୁ ଅଧିକ ଲାଭଜନକ”: (୮ ମି.) ଆଲୋଚନା। ପ୍ରକୃତ ଖେଳାଳି କାହାକୁ କହନ୍ତି ? ନାମକ ହ୍ୱାଇଟ୍‌ବୋର୍ଡ କାର୍ଟୁନ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୮ ¶୧-୧୦, ଅଧିକ ବିବରଣୀ—୨୦

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୧୬ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ