୮-୧୪ ଜୁଲାଇ
୧ ଥେସଲନୀକୀୟ ୧-୫
ଗୀତ ୯୦ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ପରସ୍ପରକୁ ସାନ୍ତ୍ୱନା ଦିଅ, ପୁଣି ପରସ୍ପରର ନିଷ୍ଠା ଜନ୍ମାଅ”: (୧୦ ମି.)
[୧ ଥେସଲନୀକୀୟ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ।]
୧ଥେସ ୫:୧୧-୧୩—ଯେଉଁମାନେ ତୁମର ନେତୃତ୍ୱ ନିଅନ୍ତି, ସେମାନଙ୍କୁ “ଅତ୍ୟନ୍ତ ଆଦର କର” (ପ୍ର୧୧-ହି ୬/୧୫ ୨୬ ¶୧୨; ୨୮ ¶୧୯)
୧ଥେସ ୫:୧୪—ଯେଉଁମାନେ ନିରାଶାରେ ଅଛନ୍ତି, ସେମାନଙ୍କୁ ନିଜ କଥାରୁ ସାନ୍ତ୍ୱନା ଦିଅ ଏବଂ ଦୁର୍ବଳମାନଙ୍କୁ ସାହାଯ୍ୟ କର (ପ୍ର୧୭.୧୦-ହି ୧୦ ¶୧୩; ପ୍ର୧୫-ହି ୨/୧୫ ୯ ¶୧୬)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
୧ଥେସ ୪:୩-୬—ଯେଉଁ ବ୍ୟକ୍ତି ଅନୈତିକ ଯୌନ ସମ୍ପର୍କ ରଖେ, ସେ କିପରି “ଆପଣା ଭାଇକୁ ପ୍ରବଞ୍ଚନା” କରେ ? (ଇନସାଇଟ୍-୧ ୮୬୩-୮୬୪)
୧ଥେସ ୪:୧୫-୧୭—କେଉଁମାନେ ‘ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ମେଘମାଳାରେ ଶୂନ୍ୟମଣ୍ଡଳକୁ ନୀତ ହେବେ’ ଏବଂ ଏହା କିପରି ହେବ ? (ପ୍ର୧୫-ହି ୭/୧୫ ୧୮-୧୯ ¶୧୪-୧୫)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ୧ଥେସ ୩:୧-୧୩ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।
ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ। (ଶିଖାଇବା ଅଧ୍ୟୟନ ୧)
ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ। (ଶିଖାଇବା ଅଧ୍ୟୟନ ୩)
ପ୍ରଥମ ସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ। (ଶିଖାଇବା ଅଧ୍ୟୟନ ୪)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଉତ୍ସାହ ବଢ଼ାଉଥିବା ଅଗ୍ରଦୂତଗଣ: (୯ ମି.) ଅଗ୍ରଦୂତମାନଙ୍କ ଭଲ ଉଦାହରଣ, ମଣ୍ଡଳୀ ପାଇଁ ଏକ ବଡ଼ ଆଶିଷ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ଅଗ୍ରଦୂତମାନେ ମଣ୍ଡଳୀର ଅନ୍ୟମାନଙ୍କ ଉତ୍ସାହ କିପରି ବଢ଼ାଇପାରିବେ ? ଆପଣଙ୍କ ମଣ୍ଡଳୀର ଅଗ୍ରଦୂତମାନେ କିପରି ଆପଣଙ୍କ ଉତ୍ସାହ ବଢ଼ାଇଛନ୍ତି ?
ଆମର ଉତ୍ସାହ ବଢ଼ାଉଥିବା ଭଲ ଉଦାହରଣ: (୬ ମି.) “ଧୈର୍ଯ୍ୟ ସହକାରେ ଦୌଡ଼ିବା ଜାରି ରଖନ୍ତୁ”—ଯେଉଁମାନେ ଭଲ ଉଦାହରଣ ରଖିଛନ୍ତି ସେମାନଙ୍କ ପରି ହୁଅନ୍ତୁ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ଭଉଣୀ ଜଣକ କେଉଁ ସମସ୍ୟାର ସାମନା କରୁଥିଲେ ? ସେ ଉତ୍ସାହ ପାଇବା ପାଇଁ କʼଣ କଲେ ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଆମକୁ ଶିଖାଏ ଅଧ୍ୟା ୭ ¶୧-୧୦
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)
ଗୀତ ୧୪୫ ଏବଂ ପ୍ରାର୍ଥନା