ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb19 ମାର୍ଚ୍ଚ ପୃଷ୍ଠା ୨
  • ଖ୍ରୀଷ୍ଟୀୟ ପ୍ରେମର ଅର୍ଥ କʼଣ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଖ୍ରୀଷ୍ଟୀୟ ପ୍ରେମର ଅର୍ଥ କʼଣ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ଅସୀମ ପ୍ରେମ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ସଂସାର କିମ୍ବା ସେଥିର ବିଷୟଗୁଡ଼ିକୁ ପ୍ରେମ କରନ୍ତୁ ନାହିଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ଆପଣଙ୍କ ବିବେକକୁ ତାଲିମ ଦେବା ଜାରି ରଖନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ଯିହୋବା ଆମଠାରୁ କʼଣ ଚାହାନ୍ତି?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
mwb19 ମାର୍ଚ୍ଚ ପୃଷ୍ଠା ୨

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ରୋମୀୟ ୧୨-୧୪

ଖ୍ରୀଷ୍ଟୀୟ ପ୍ରେମର ଅର୍ଥ କʼଣ?

୧୨:୧୦, ୧୭-୨୧

ଯଦି କେହି ଆମ ପ୍ରତି ମନ୍ଦ ବ୍ୟବହାର କରନ୍ତି, ତେବେ ତାʼ ବଦଳରେ ଆମେ ତାଙ୍କ ପ୍ରତି ମନ୍ଦ ଆଚରଣ କରିବା ଉଚିତ୍‌ ନୁହେଁ । କେବଳ ଏତିକି ନୁହେଁ, ଆମେ ଖ୍ରୀଷ୍ଟିୟାନ ହୋଇଥିବାରୁ ତାଙ୍କ ପ୍ରତି ଦୟାର ସହ ବ୍ୟବହାର ଦେଖାଇବା ଆମର କର୍ତ୍ତବ୍ୟ । ବାଇବଲ କହେ, “ଯଦି ତୁମ୍ଭର ଶତ୍ରୁ କ୍ଷୁଧିତ, ତେବେ ତାକୁ ଭୋଜନ କରାଅ; ଯଦି ସେ ତୃଷିତ ତେବେ ତାକୁ ପାନ କରାଅ; କାରଣ ଏହିପରି କଲେ ତୁମ୍ଭେ ତାʼର ମସ୍ତକ ଉପରେ ଜ୍ୱଳନ୍ତା ଅଙ୍ଗାର ଗଦା କରିବ ।” (ରୋମୀ ୧୨:୨୦) ଆମ ସହ ମନ୍ଦ ବ୍ୟବହାର କରୁଥିବା ଲୋକମାନଙ୍କ ପ୍ରତି ମଧ୍ୟ ଯଦି ଆମେ ଦୟାର ସହ ବ୍ୟବହାର ଦେଖାଇବା, ତେବେ ସେମାନେ ନିଜ ବ୍ୟବହାରକୁ ନେଇ ଅନୁତାପ କରିପାରନ୍ତି ।

ଜଣେ ଭଉଣୀଙ୍କୁ ତାଙ୍କ ସହକର୍ମୀ ମନ୍ଦ ବ୍ୟବହାର ଦେଖାଉଛନ୍ତି, ସେ ସେଦିନ ସନ୍ଧ୍ୟାରେ ଜଣେ ଚୀନଙ୍କ ସହ କଥା ହେଉଛନ୍ତି ଏବଂ ତା’ ପରବର୍ତ୍ତୀ ଦିନ ଭଉଣୀ ତାଙ୍କ ସହକର୍ମୀଙ୍କୁ ଦୟାର ସହ ବ୍ୟବହାର ଦେଖାଉଛନ୍ତି

ଯେତେବେଳେ କୌଣସି ବ୍ୟକ୍ତି ଆପଣଙ୍କୁ ଭଲ ବ୍ୟବହାର ଦେଖାନ୍ତି, ଯାହାଙ୍କୁ ଆପଣ ଅଜାଣତରେ କଷ୍ଟ ଦେଇଥିଲେ, ସେସମୟରେ ଆପଣଙ୍କୁ କିପରି ଲାଗିଲା?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ