୩୧ ଡିସେମ୍ବର ୨୦୧୮–୬ ଜାନୁୟାରୀ ୨୦୧୯
ପ୍ରେରିତ ୧୯-୨୦
ଗୀତ ୪୨ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ନିଜ ବିଷୟରେ ଓ ସମସ୍ତ ପଲ ବିଷୟରେ ସାବଧାନ ହୋଇଥାଅ”: (୧୦ ମି.)
ପ୍ରେରି ୨୦:୨୮—ପ୍ରାଚୀନମାନେ ମେଷପାଳକ ଭଳି ମଣ୍ଡଳୀର ଦେଖାଶୁଣା କରନ୍ତି (ପ୍ର୧୧-ହି ୬/୧୫ ୨୦-୨୧ ¶୫)
ପ୍ରେରି ୨୦:୩୧—ଆବଶ୍ୟକ ହେଲେ ପ୍ରାଚୀନମାନେ “ଦିବାରାତ୍ର” ସାହାଯ୍ୟ କରନ୍ତି (ପ୍ର୧୩-ହି ୧/୧୫ ୩୧ ¶୧୫)
ପ୍ରେରି ୨୦:୩୫—ପ୍ରାଚୀନମାନଙ୍କଠାରେ ତ୍ୟାଗର ଭାବନା ରହିବା ଉଚିତ୍ [ସାକ୍ଷ୍ୟ ଦିଅ (ହିନ୍ଦୀ) ୧୭୨ ¶୨୦]
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ପ୍ରେରି ୧୯:୯—ପ୍ରେରିତ ପାଉଲ ପରିଶ୍ରମୀ ହେବା ଏବଂ ପରିସ୍ଥିତି ଅନୁଯାୟୀ ନିଜକୁ ପରିବର୍ତ୍ତନ କରିବାରେ କିପରି ଏକ ବଢ଼ିଆ ଉଦାହରଣ ରଖିଲେ? [ସାକ୍ଷ୍ୟ ଦିଅ (ହିନ୍ଦୀ) ୧୬୧ ¶୧୧]
ପ୍ରେରି ୧୯:୧୯—ଏଫିସର ଲୋକମାନେ କିପରି ଏକ ଭଲ ଉଦାହରଣ ରଖିଲେ? [ସାକ୍ଷ୍ୟ ଦିଅ (ହିନ୍ଦୀ) ୧୬୨-୧୬୩ ¶୧୫]
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ପ୍ରେରି ୧୯:୧-୨୦
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରି କଥା ଆରମ୍ଭ କରନ୍ତୁ । ତାʼପରେ ବ୍ୟକ୍ତି ଜଣକୁ JW.ORG ସମ୍ପର୍କ କାର୍ଡ଼ ଦିଅନ୍ତୁ ।
ତୃତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ଆପଣ ନିଜେ ପଦ ବାଛନ୍ତୁ ଏବଂ ପରବର୍ତ୍ତୀ ସାକ୍ଷାତରେ ଆଲୋଚନା କରିବା ପାଇଁ ଏକ ପ୍ରଶ୍ନ ପଚାରନ୍ତୁ ।
ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍) ଯିହୋବାଙ୍କ ଇଚ୍ଛା ପାଠ ୧୫
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯୁବା ଭାଇମାନଙ୍କୁ ତାଲିମ ଦିଅନ୍ତୁ: (୧୫ ମି.) ଆଲୋଚନା । ଭିଡିଓ (ହିନ୍ଦୀ) ଦେଖାନ୍ତୁ । ତାʼପରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ: ପ୍ରାଚୀନମାନେ ମଣ୍ଡଳୀରେ କେଉଁ ମୁଖ୍ୟ ଭୂମିକା ତୁଲାଇଥାʼନ୍ତି? (ପ୍ରେରି ୨୦:୨୮) ପ୍ରାଚୀନମାନେ କାହିଁକି ଲଗାତାର ଅନ୍ୟମାନଙ୍କୁ ତାଲିମ ଦେବା ଉଚିତ୍? ଯେପରି ଯୀଶୁ ନିଜ ପ୍ରେରିତମାନଙ୍କୁ ଶିଖାଇଲେ, ଠିକ୍ ସେହିପରି ପ୍ରାଚୀନମାନେ କʼଣ କରିପାରିବେ? ତାଲିମ ମିଳୁଥିବା ଭାଇମାନେ କିପରି ଦୃଷ୍ଟିକୋଣ ରଖିବା ଉଚିତ୍? (ପ୍ରେରି ୨୦:୩୫; ୧ତୀମ ୩:୧) ପ୍ରାଚୀନମାନେ ସେମାନଙ୍କୁ କେଉଁ ପ୍ରକାରର ତାଲିମ ଦେଇପାରିବେ? ପ୍ରାଚୀନମାନେ ତାଲିମ ପାଉଥିବା ଭାଇମାନଙ୍କ ପ୍ରତି କିପରି ଦୃଷ୍ଟିକୋଣ ରଖିବା ଉଚିତ୍?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୧୯
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୧୩୮ ଏବଂ ପ୍ରାର୍ଥନା