୧୭-୨୩ ଡିସେମ୍ବର
ପ୍ରେରିତ ୧୫-୧୬
ଗୀତ ୩୭ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଈଶ୍ୱରଙ୍କ ବାକ୍ୟର ଆଧାରରେ ଏକମନା ନିଷ୍ପତ୍ତି”: (୧୦ ମି.)
ପ୍ରେରି ୧୫:୧, ୨—ସୁନ୍ନତକୁ ନେଇ ଉଠିଥିବା ସମସ୍ୟା ଯୋଗୁଁ ପ୍ରାରମ୍ଭିକ ଖ୍ରୀଷ୍ଟୀୟ ମଣ୍ଡଳୀର ଏକତା ଭାଙ୍ଗିବାକୁ ଯାଉଥିଲା [ସାକ୍ଷ୍ୟ ଦିଅ (ହିନ୍ଦୀ) ୧୦୨-୧୦୩ ¶୮]
ପ୍ରେରି ୧୫:୧୩-୨୦—ପ୍ରଶାସନ ଦଳର ନିଷ୍ପତ୍ତି ଶାସ୍ତ୍ର ଉପରେ ଆଧାରିତ ଥିଲା (ପ୍ର୧୨-ହି ୧/୧୫ ୫ ¶୬-୭)
ପ୍ରେରି ୧୫:୨୮, ୨୯; ୧୬:୪, ୫—ପ୍ରଶାସନ ଦଳର ନିଷ୍ପତ୍ତି ଯୋଗୁଁ ମଣ୍ଡଳୀଗୁଡ଼ିକ ମଜବୁତ୍ ହେଲା [ସାକ୍ଷ୍ୟ ଦିଅ (ହିନ୍ଦୀ) ୧୨୩ ¶୧୮]
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ପ୍ରେରି ୧୬:୬-୯—ଏ ଘଟଣାରୁ ଆମେ ଅଧିକ ସେବା କରିବା ବିଷୟରେ କʼଣ ଶିଖୁ? (ପ୍ର୧୨-ହି ୧/୧୫ ୧୦ ¶୮)
ପ୍ରେରି ୧୬:୩୭—ପ୍ରେରିତ ପାଉଲ ଅଧିକରୁ ଅଧିକ ପ୍ରଚାର କରିବା ପାଇଁ ନିଜ ରୋମୀୟ ନାଗରିକତାର କିପରି ବ୍ୟବହାର କଲେ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ପ୍ରେରି ୧୬:୨୫-୪୦
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଆପଣଙ୍କ ଅଞ୍ଚଳରେ ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ ।
ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । ବାଇବଲ କାହିଁକି ଅଧ୍ୟୟନ କରିବା? ନାମକ ଭିଡିଓ ବିଷୟରେ କୁହନ୍ତୁ ଏବଂ ଆଲୋଚନା କରନ୍ତୁ (କିନ୍ତୁ ତାକୁ ଚଲାନ୍ତୁ ନାହିଁ) ।
ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଆନନ୍ଦରେ ଗୀତ ଗାଇ ଯିହୋବାଙ୍କର ପ୍ରଶଂସା କରନ୍ତୁ”: (୧୫ ମି.) ଆଲୋଚନା । ପିଲାମାନେ ଗୀତ ଗାଇ ଯିହୋବାଙ୍କ ମହିମା କରନ୍ତି (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ । ଶେଷରେ ସମସ୍ତଙ୍କୁ ଅନୁରୋଧ କରନ୍ତୁ ଯେ ସେମାନେ ଠିଆ ହୋଇ ଭିଡିଓ ସହ ଏହି ଗୀତ ହିନ୍ଦୀରେ ଗାଇବେ—ଗୀତ ୦୮୪ ୟହୋୱା କି ସେୱା ମେ ଆଗେ ବଢ଼ନା ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୧୭
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୯ ଏବଂ ପ୍ରାର୍ଥନା