ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଡିସେମ୍ବର ପୃଷ୍ଠା ୨
  • ୩-୯ ଡିସେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୩-୯ ଡିସେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଡିସେମ୍ବର ପୃଷ୍ଠା ୨

୩-୯ ଡିସେମ୍ବର

ପ୍ରେରିତ ୯-୧୧

  • ଗୀତ ୩୫ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଜଣେ ନିଷ୍ଠୁର ଅତ୍ୟାଚାରୀ ଉତ୍ସାହୀ ସାକ୍ଷୀ ହେଲେ”: (୧୦ ମି.)

    • ପ୍ରେରି ୯:୧, ୨—ଶାଉଲ ଯୀଶୁଙ୍କ ଶିଷ୍ୟମାନଙ୍କ ଉପରେ ଘୋର ଅତ୍ୟାଚାର କରୁଥିଲେ [ସାକ୍ଷ୍ୟ ଦିଅ (ହିନ୍ଦୀ) ୬୦ ¶୧-୨]

    • ପ୍ରେରି ୯:୧୫, ୧୬—ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେବା ପାଇଁ ଶାଉଲଙ୍କୁ ବଛାଗଲା (ପ୍ରସ୧୬.୦୬-ହି ୭ ¶୪)

    • ପ୍ରେରି ୯:୨୦-୨୨—ଶାଉଲ ଜଣେ ଉତ୍ସାହୀ ସାକ୍ଷୀ ହେଲେ [ସାକ୍ଷ୍ୟ ଦିଅ (ହିନ୍ଦୀ) ୬୪ ¶୧୫]

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ପ୍ରେରି ୯:୪—ଯୀଶୁ ଶାଉଲଙ୍କୁ କାହିଁକି ପଚାରିଲେ: “କାହିଁକି ଆମ୍ଭକୁ ତାଡ଼ନା କରୁଅଛ?” [ସାକ୍ଷ୍ୟ ଦିଅ (ହିନ୍ଦୀ) ୬୦-୬୧ ¶୫-୬]

    • ପ୍ରେରି ୧୦:୬—ପ୍ରେରିତ ପିତର ଜଣେ ଚର୍ମକାରଙ୍କ ଘରେ ରହିବା କାହିଁକି ଧ୍ୟାନ ଦେବାର ବିଷୟ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ପ୍ରେରି ୯:୧୦-୨୨

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।

  • ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ ।

  • ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍‌) ଯିହୋବାଙ୍କ ଇଚ୍ଛା ପାଠ ୬

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୪୭

  • ମଣ୍ଡଳୀର ଆବଶ୍ୟକତା: (୮ ମି.)

  • ସଂଗଠନକୁ ମିଳିଥିବା ସଫଳତା: (୭ ମି.) ଡିସେମ୍ବର ମାସର ସଂଗଠନକୁ ମିଳିଥିବା ସଫଳତା ନାମକ ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୧୫

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୧୩୬ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ