ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ନଭେମ୍ବର ପୃଷ୍ଠା ୩
  • ୧୨-୧୮ ନଭେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୨-୧୮ ନଭେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ନଭେମ୍ବର ପୃଷ୍ଠା ୩

୧୨-୧୮ ନଭେମ୍ବର

ପ୍ରେରିତ ୧-୩

  • ଗୀତ ୩୮ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଖ୍ରୀଷ୍ଟୀୟ ମଣ୍ଡଳୀ ଉପରେ ପବିତ୍ର ଶକ୍ତି ଢଳାଗଲା”: (୧୦ ମି.)

    • [ପ୍ରେରିତ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]

    • ପ୍ରେରି ୨:୧-୮, ୧୪, ୩୭, ୩୮, ୪୧—ଯେତେବେଳେ ଯୀଶୁଙ୍କ ଶିଷ୍ୟମାନେ ପବିତ୍ର ଶକ୍ତି ପାଇବା ପରେ ସାକ୍ଷ୍ୟ ଦେଲେ, ପ୍ରାୟ ୩,୦୦୦ ଲୋକ ବାଯ୍ତିସ୍ମ ନେଲେ

    • ପ୍ରେରି ୨:୪୨-୪୭—ଯୀଶୁଙ୍କ ଶିଷ୍ୟମାନଙ୍କର ଉଦାରତା ଓ ଅତିଥି ସତ୍କାର ଯୋଗୁଁ ନୂଆ ଶିଷ୍ୟମାନେ ଅଧିକ ସମୟ ପର୍ଯ୍ୟନ୍ତ ଯିରୂଶାଲମରେ ରହିପାରିଲେ ଏବଂ ସେମାନଙ୍କ ବିଶ୍ୱାସ ଦୃଢ଼ ହେଲା (ପ୍ର୮୭-ହି ୯/୧ ୨୮ ¶୪-୫, ୭)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ପ୍ରେରି ୩:୧୫—ଯୀଶୁଙ୍କୁ “ଜୀବନର କର୍ତ୍ତା” କାହିଁକି କୁହାଯାଇଛି? (ଇନସାଇଟ୍‌-୨ ୬୧ ¶୧)

    • ପ୍ରେରି ୩:୧୯—ଏ ପଦ ଅନୁଯାୟୀ ଯେଉଁମାନେ ମନ ପରିବର୍ତ୍ତନ କରି ଫେରି ଆସନ୍ତି, ଯିହୋବା ସେମାନଙ୍କୁ କିପରି କ୍ଷମା କରନ୍ତି? [ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୬୫ ¶୧୪]

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ପ୍ରେରି ୨:୧-୨୧

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ ।

  • ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।

  • ଭାଷଣ: (୬ ମି. କିମ୍ବା ତାʼଠାରୁ କମ୍‌) ଇନସାଇଟ୍‌-୧ ୧୨୯ ¶୨-୩—ବିଷୟବସ୍ତୁ: ବିଶ୍ୱସ୍ତ ପ୍ରେରିତମାନଙ୍କର ମୃତ୍ୟୁ ପରେ ସେମାନଙ୍କ ବଦଳରେ ଅନ୍ୟମାନଙ୍କୁ ପ୍ରେରିତ ଭାବେ ବଛାଯାଇ ନ ଥିଲା, କିନ୍ତୁ ଯିହୂଦାର କ୍ଷେତ୍ରରେ ଏପରି କାହିଁକି ହୋଇଥିଲା?

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୨୧

  • “ବହୁ ଭାଷାଭାଷୀ ଅଞ୍ଚଳରେ ପ୍ରଚାର କରିବା ପାଇଁ ସହଯୋଗ କରନ୍ତୁ”: (୧୫ ମି.) ସେବା ଅଧ୍ୟକ୍ଷ ଏହି ଭାଗ ଉପରେ ଆଲୋଚନା କରିବେ । ଭିଡିଓ (ହିନ୍ଦୀ) ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ । ଯଦି ଆପଣଙ୍କ ମଣ୍ଡଳୀର ଭାଇଭଉଣୀମାନେ ଏପରି ଅଞ୍ଚଳରେ ପ୍ରଚାର କରନ୍ତି, ତେବେ କୁହନ୍ତୁ ଯେ କʼଣ କʼଣ ବ୍ୟବସ୍ଥା କରାଯାଇଛି ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ପାଠ ୧୨

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୧୧ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ