ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଅକ୍ଟୋବର ପୃଷ୍ଠା ୬
  • “ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପ୍ରାୟ ସମାନ ଲେଖା
  • ସାହସୀ ହେବା ବହୁତ କଠିନ ନୁହେଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବା, ଦେ ସାହସ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଅକ୍ଟୋବର ପୃଷ୍ଠା ୬
ଯୀଶୁ ନିଜ ବିସ୍ତ ରିତମାନଙ୍କ ସହ କଥା ହେଉଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯୋହନ ୧୫-୧୭

“ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ”

୧୫:୧୯, ୨୧; ୧୬:୩୩

  • ଯୀଶୁ ଏହି ଜଗତକୁ ଜୟ କଲେ, କାରଣ ସେ କୌଣସି ମାମଲାରେ ଜଗତ ଭଳି ହେଲେ ନାହିଁ

  • ଯୀଶୁଙ୍କ ଶିଷ୍ୟମାନଙ୍କୁ ସାହସୀ ହେବାକୁ ପଡ଼ିବ, ତେବେଯାଇ ସେମାନେ ନିଜ ଆଖପାଖରେ ଥିବା ଜାଗତିକ ଲୋକଙ୍କର ଚିନ୍ତାଧାରାକୁ ଆପଣାଇବେ ନାହିଁ, ସେମାନଙ୍କ ଭଳି କାମ କରିବେ ନାହିଁ ଏବଂ ଦୂଷିତ ହେବେ ନାହିଁ

  • ଯୀଶୁ ଜଗତକୁ କିପରି ଜୟ କଲେ, ସେବିଷୟରେ ଚିନ୍ତନ କରିବା ଦ୍ୱାରା ଆମକୁ ତାହାଙ୍କୁ ଅନୁକରଣ କରିବା ପାଇଁ ସାହସ ମିଳିବ

କେଉଁ ପରିସ୍ଥିତିରେ ଜଗତଠାରୁ ଅଲଗା ରହିବା ମୋʼ ପାଇଁ ପରୀକ୍ଷା ହୋଇପାରେ?

ଗଣମାଧ୍ୟମର କିଭଳି କଥାଗୁଡ଼ିକ ମୋʼ ଉପରେ କୁପ୍ରଭାବ ପକାଇପାରେ ଏବଂ ଜଗତଠାରୁ ଅଲଗା ରହିବା ମୋʼ ପାଇଁ କଷ୍ଟକର କରିପାରେ?

ଜଣେ ଭାଇ ଦେଶଭକ୍ତି କାର୍ଯ୍ୟମରେ ଭାଗ ନେଉ ନାହାନ୍ତି; ଜଣେ ଭାଇ କାମ କରିବାକୁ ମନା କରୁଛନ୍ତି; ଜଣେ ଭାଇ ନିଜ ସାଙ୍ଗକୁ ସାକ୍ଷ୍ୟ ଦେଉଛନ୍ତି; ଜଣେ ଭଉଣୀ ଓ ତାଙ୍କ ପତି ଡାକ୍ତରଙ୍କ ସହ କଥା ହେଉଛନ୍ତି

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ