ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଅଗଷ୍ଟ ପୃଷ୍ଠା ୬
  • ୨୭ ଅଗଷ୍ଟ–୨ ସେପ୍ଟେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୭ ଅଗଷ୍ଟ–୨ ସେପ୍ଟେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଅଗଷ୍ଟ ପୃଷ୍ଠା ୬

୨୭ ଅଗଷ୍ଟ–୨ ସେପ୍ଟେମ୍ବର

ଲୂକ ୨୩-୨୪

  • ଗୀତ ୩୫ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “କ୍ଷମା କରିବାକୁ ପ୍ରସ୍ତୁତ ରହନ୍ତୁ”: (୧୦ ମି.)

    • ଲୂକ ୨୩:୩୪—ଯେଉଁ ରୋମୀୟ ସୈନ୍ୟମାନେ ଯୀଶୁଙ୍କୁ କାଠଖୁଣ୍ଟରେ କଣ୍ଟା ପିଟି ହତ୍ୟା କରିଥିଲେ, ଯୀଶୁ ସେମାନଙ୍କୁ କ୍ଷମା କଲେ [ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୯୭ ¶୧୬]

    • ଲୂକ ୨୩:୪୩—ଯୀଶୁ ଏକ ଅପରାଧୀକୁ କ୍ଷମା କଲେ (ସଜା-ହି ୪/୦୮ ୩୦ ¶୫-୬)

    • ଲୂକ ୨୪:୩୪—ଯୀଶୁ ପିତରଙ୍କୁ କ୍ଷମା କଲେ [ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୯୭-୨୯୮ ¶୧୭-୧୮]

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଲୂକ ୨୩:୩୧—ଏହି ପଦରେ ଯୀଶୁ ହୁଏତ କେଉଁ ବିଷୟରେ କହୁଥିଲେ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଲୂକ ୨୩:୩୩—ପ୍ରାଚୀନ ଧ୍ୱଂସାବଶେଷର ଗବେଷଣାରୁ କିପରି ପ୍ରମାଣ ମିଳିଛି ଯେ ଜଣେ ଅପରାଧୀକୁ କାଠଖୁଣ୍ଟରେ ମୃତ୍ୟୁଦଣ୍ଡ ଦେବା ସମୟରେ ହୁଏତ କଣ୍ଟାର ବ୍ୟବହାର କରାଯାଉଥିଲା? (ଅଧ୍ୟୟନ ବାଇବଲ—ଚିତ୍ର)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଲୂକ ୨୩:୧-୧୬

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଘରମାଲିକଙ୍କ ଆବଶ୍ୟକତା ଅନୁଯାୟୀ ଆମ ଶିକ୍ଷା ଉପକରଣ ବକ୍ସରୁ ଏକ ପ୍ରକାଶନ ଦିଅନ୍ତୁ ।

  • ତୃତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) କୌଣସି ପଦ ବାଛନ୍ତୁ ଏବଂ ଅଧ୍ୟୟନ ପାଇଁ ବ୍ୟବହୃତ ହେଉଥିବା କୌଣସି ଏକ ପ୍ରକାଶନ ଦିଅନ୍ତୁ ।

  • ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍‌) ଖୁସିର ଖବର ପାଠ ୪ ¶୩-୪

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୪୮

  • “ଯୀଶୁ ଆପଣଙ୍କ ଭାଇ ପାଇଁ ମଧ୍ୟ ନିଜ ଜୀବନ ଦେଲେ”: (୧୫ ମି.) ଆଲୋଚନା । ପ୍ରକୃତ ସୁନ୍ଦରତା ନାମକ ଭିଡିଓ ଦେଖାନ୍ତୁ ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ବାଇବଲର ବାର୍ତ୍ତା ଉପକ୍ରମ ଏବଂ ପାଠ ୧

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୩୭ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ