୬-୧୨ ଅଗଷ୍ଟ
ଲୂକ ୧୭-୧୮
ଗୀତ ୧୪୯ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“କୃତଜ୍ଞତା ଦେଖାନ୍ତୁ”: (୧୦ ମି.)
ଲୂକ ୧୭:୧୧-୧୪—ଯୀଶୁ ଖ୍ରୀଷ୍ଟ ଦଶ ଜଣ କୁଷ୍ଠୀଙ୍କୁ ସୁସ୍ଥ କଲେ (ଅଧ୍ୟୟନ ବାଇବଲ—ଲୂକ ୧୭:୧୨, ୧୪ ଅଧ୍ୟୟନ ତଥ୍ୟ)
ଲୂକ ୧୭:୧୫, ୧୬—ସେମାନଙ୍କ ମଧ୍ୟରୁ କେବଳ ଜଣେ ଫେରି ଆସି ଯୀଶୁଙ୍କୁ ଧନ୍ୟବାଦ ଦେଲା
ଲୂକ ୧୭:୧୭, ୧୮—ଏହି ଘଟଣାରୁ ଆମେ ଶିଖୁ ଯେ କୃତଜ୍ଞତା ଦେଖାଇବା କେତେ ଜରୁରୀ (ପ୍ର୦୮-ହି ୧୦/୧ ୨୨ ¶୮-୯)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ଲୂକ ୧୭:୭-୧୦—ଯୀଶୁଙ୍କ ଏହି ଦୃଷ୍ଟାନ୍ତରୁ ଆମେ କʼଣ ଶିଖୁ? (ଅଧ୍ୟୟନ ବାଇବଲ—ଲୂକ ୧୭:୧୦ ଅଧ୍ୟୟନ ତଥ୍ୟ)
ଲୂକ ୧୮:୮—ଯୀଶୁ ଏଠାରେ କିଭଳି ବିଶ୍ୱାସ ବିଷୟରେ କହୁଥିଲେ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଲୂକ ୧୮:୨୪-୪୩
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ ।
ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ ।
ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍) ଖୁସିର ଖବର ପାଠ ୪ ¶୧-୨
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଲୋଟଙ୍କ ସ୍ତ୍ରୀର କଥା ସ୍ମରଣ କର”: (୧୫ ମି.) ଆଲୋଚନା ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୧୪ ¶୫-୭
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୩୧ ଏବଂ ପ୍ରାର୍ଥନା