ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଜୁନ୍‌ ପୃଷ୍ଠା ୪
  • ୧୧-୧୭ ଜୁନ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୧-୧୭ ଜୁନ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଜୁନ୍‌ ପୃଷ୍ଠା ୪

୧୧-୧୭ ଜୁନ୍‌

ଲୂକ ୧

  • ଗୀତ ୩ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ମରୀୟମଙ୍କ ଭଳି ନମ୍ର ହୁଅନ୍ତୁ”: (୧୦ ମି.)

    • [ଲୂକ ବହିର ପରିଚୟ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।]

    • ଲୂକ ୧:୩୮—ସେ ନମ୍ରତାର ସହିତ ଈଶ୍ୱରଙ୍କଠାରୁ ମିଳିଥିବା ଦାୟିତ୍ୱକୁ ଗ୍ରହଣ କଲେ [ବିଶ୍ୱାସର ଅନୁକାରୀ (ହିନ୍ଦୀ) ୧୪୯ ¶୧୨]

    • ଲୂକ ୧:୪୬-୫୫—ସେ ଶାସ୍ତ୍ରପଦ ଉଲ୍ଲେଖ କରି ଯିହୋବାଙ୍କର ପ୍ରଶଂସା କଲେ [ବିଶ୍ୱାସର ଅନୁକାରୀ (ହିନ୍ଦୀ) ୧୫୧ ¶୧୫-୧୬]

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଲୂକ ୧:୩୫—ମରୀୟମଙ୍କ ଗର୍ଭଧାରଣରେ ତାଙ୍କ ଡିମ୍ବାଣୁର କୌଣସି ଭୂମିକା ଥିଲା କି? (ପ୍ର୦୮-ହି ୩/୧୫ ୩୦ ¶୫)

    • ଲୂକ ୧:୬୯—ଏହି ପଦରେ “ପରିତ୍ରାଣର ଶୃଙ୍ଗ” କହିଲେ କʼଣ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଲୂକ ୧:୪୬-୬୬

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ।

  • ପ୍ରଥମ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।

  • ଦ୍ୱିତୀୟ ପୁନଃସାକ୍ଷାତ: ( ୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୩

  • ମଣ୍ଡଳୀର ଆବଶ୍ୟକତା: (୮ ମି.) ଯଦି ଆପଣ ଚାହାନ୍ତି, ତେବେ ୨୦୧୮ର ବାର୍ଷିକ ପଦ ଉପରେ ଦିଆଯାଇଥିବା ତଥ୍ୟ ଉପରେ ଆଲୋଚନା କରିପାରିବେ। (ପ୍ର୧୮.୦୧-ହି ୮-୯ ¶୪-୭)

  • ସଂଗଠନକୁ ମିଳିଥିବା ସଫଳତା: (୭ ମି.) ଜୁନ୍‌ ମାସର ସଂଗଠନକୁ ମିଳିଥିବା ସଫଳତା (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୧୦ ¶୩-୮

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୫୦ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ