ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଏପ୍ରିଲ୍‌ ପୃଷ୍ଠା ୫
  • ୨୩-୨୯ ଏପ୍ରିଲ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୩-୨୯ ଏପ୍ରିଲ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଏପ୍ରିଲ୍‌ ପୃଷ୍ଠା ୫

୨୩-୨୯ ଏପ୍ରିଲ୍‌

ମାର୍କ ୩-୪

  • ଗୀତ ୧୪୩ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ବିଶ୍ରାମବାରରେ ସୁସ୍ଥ କଲେ”: (୧୦ ମି.)

    • ମାର୍କ ୩:୧, ୨—ଯିହୁଦୀ ଧର୍ମଗୁରୁମାନେ ଯୀଶୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ବାହାନା ଖୋଜୁଥିଲେ [ଯୀଶୁ ହିଁ ପଥ (ଇଂରାଜୀ) ୭୮ ¶୧-୨]

    • ମାର୍କ ୩:୩, ୪—ଯୀଶୁ ଜାଣିଥିଲେ ଯେ ସେମାନେ ବିଶ୍ରାମବାର ପାଇଁ ଏପରି କଠୋର ନିୟମସବୁ ଯୋଡ଼ି ଦେଇଥିଲେ, ଯାହା ଶାସ୍ତ୍ର ଆଧାରିତ ନ ଥିଲା [ଯୀଶୁ ହିଁ ପଥ (ଇଂରାଜୀ) ୭୮ ¶୩]

    • ମାର୍କ ୩:୫—ଯୀଶୁ “ସେମାନଙ୍କ ହୃଦୟର ଜଡ଼ତା ସକାଶେ ଦୁଃଖିତ” ହେଲେ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ମାର୍କ ୩:୨୯—ପବିତ୍ର ଆତ୍ମା ବିରୁଦ୍ଧରେ ନିନ୍ଦାକଥା କହିବାର ଅର୍ଥ କʼଣ ଏବଂ ଏହାର ପରିଣାମ କʼଣ ହୁଏ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ମାର୍କ ୪:୨୬-୨୯—ଯୀଶୁଙ୍କ ଏହି ଦୃଷ୍ଟାନ୍ତରୁ ଆମେ କʼଣ ଶିଖୁ? (ପ୍ର୧୪-ହି ୧୨/୧୫ ୧୨-୧୩ ¶୬-୮)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ମାର୍କ ୩:୧-୧୯

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ।

  • ତୃତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) କୌଣସି ପଦ ବାଛନ୍ତୁ ଏବଂ ଅଧ୍ୟୟନ ପାଇଁ ବ୍ୟବହୃତ ହେଉଥିବା କୌଣସି ଏକ ପ୍ରକାଶନ ଦିଅନ୍ତୁ।

  • ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍‌) ଆମକୁ ଶିଖାଏ ୩୬ ¶୨୧-୨୨—ଏପରି ଭାବେ ଶିଖାନ୍ତୁ ଯେପରି ବିଦ୍ୟାର୍ଥୀଙ୍କ ହୃଦୟକୁ ଛୁଇଁଯିବ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୪୨

  • “ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ”: (୧୫ ମି.) ମାର୍କ ୪:୯ ପଦର ଅର୍ଥ ବୁଝାନ୍ତୁ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)। ମନ୍ତ୍ରଣା ଶୁଣନ୍ତୁ ଏବଂ ଜ୍ଞାନବାନ ହୁଅନ୍ତୁ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ। ତାʼପରେ “ଈଶ୍ୱରଙ୍କ ପ୍ରେମରେ ନିଜକୁ ସ୍ଥିର କରି ରଖ” (ହିନ୍ଦୀ) ବହିର ୫୩-୫୪ ପୃଷ୍ଠାରେ ଥିବା ତଥ୍ୟ ଉପରେ ଆଲୋଚନା କରନ୍ତୁ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୭ ¶୧-୫

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୪୦ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ