ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଏପ୍ରିଲ୍‌ ପୃଷ୍ଠା ୨
  • ୨-୮ ଏପ୍ରିଲ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨-୮ ଏପ୍ରିଲ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଏପ୍ରିଲ୍‌ ପୃଷ୍ଠା ୨

୨-୮ ଏପ୍ରିଲ୍‌

ମାଥିଉ ୨୬

  • ଗୀତ ୮ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ନିସ୍ତାର ଓ ସ୍ମାରକ ମଧ୍ୟରେ ସମାନତା ଏବଂ ଅସମାନତା”: (୧୦ ମି.)

    • ମାଥି ୨୬:୧୭-୨୦—ଯୀଶୁ ନିଜ ଶିଷ୍ୟମାନଙ୍କ ସହିତ ଶେଷ ଥର ପାଇଁ ନିସ୍ତାର ପର୍ବର ଭୋଜନ କଲେ (ଅଧ୍ୟୟନ ବାଇବଲ—ଚିତ୍ର)

    • ମାଥି ୨୬:୨୬—ସ୍ମାରକର ରୋଟୀ ହେଉଛି ଯୀଶୁଙ୍କର ଶରୀରର ପ୍ରତୀକ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ମାଥି ୨୬:୨୭, ୨୮—ସ୍ମାରକର ଦ୍ରାକ୍ଷାରସ ହେଉଛି ଯୀଶୁଙ୍କର ରକ୍ତ ବା ‘ନିୟମର ରକ୍ତର’ ପ୍ରତୀକ (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ମାଥି ୨୬:୧୭—ନୀସନ୍‌ ୧୩କୁ “ଖମୀରଶୂନ୍ୟ ରୋଟୀ ପର୍ବର ପ୍ରଥମ ଦିନ” ବୋଲି କାହିଁକି କୁହାଯାଇପାରେ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ମାଥି ୨୬:୩୯—“ଏହି ପାନପାତ୍ର ମୋʼଠାରୁ ଦୂର ହେଉ,” ଏହି ପ୍ରାର୍ଥନା ଯୀଶୁ କାହିଁକି କରିଥିବେ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ମାଥି ୨୬:୧-୧୯

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।

  • ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ।

  • ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍‌) ଆମକୁ ଶିଖାଏ ୫୯ ¶୨୧-୨୨ ଏବଂ ଅଧିକ ବିବରଣୀ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୪୮

  • ମଣ୍ଡଳୀର ଆବଶ୍ୟକତା: (୮ ମି.)

  • ଯିହୋବାଙ୍କର ମିତ୍ର ହୁଅ—ମୁକ୍ତିର ମୂଲ୍ୟ: (୭ ମି.) ଭିଡିଓ (ହିନ୍ଦୀ) ଦେଖାନ୍ତୁ। ତାʼପରେ କିଛି ଛୋଟ ପିଲାଙ୍କୁ ମଞ୍ଚ ଉପରକୁ ଡାକନ୍ତୁ ଏବଂ ସେମାନଙ୍କୁ ପଚାରନ୍ତୁ: ଲୋକେ କାହିଁକି ରୋଗରେ ପଡ଼ନ୍ତି, ବୁଢ଼ାବୁଢ଼ୀ ହୁଅନ୍ତି ଏବଂ ମରିଯାʼନ୍ତି? ଯିହୋବା ଆମକୁ କେଉଁ ଆଶା ଦେଇଛନ୍ତି? ଆପଣ ପାରଦୀଶରେ କାହାକୁ ଭେଟିବାକୁ ଚାହାନ୍ତି?

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୫ ¶୫-୮

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୫୫ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ