ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଜାନୁୟାରୀ ପୃଷ୍ଠା ୨
  • ୧-୭ ଜାନୁୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧-୭ ଜାନୁୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଜାନୁୟାରୀ ପୃଷ୍ଠା ୨

୧-୭ ଜାନୁୟାରୀ

ମାଥିଉ ୧-୩

  • ଗୀତ ୩୦ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ସ୍ୱର୍ଗରାଜ୍ୟ ସନ୍ନିକଟ”: (୧୦ ମି.)

    • [ମାଥିଉ ବହିର ପରିଚୟ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।]

    • ମାଥି ୩:୧, ୨—ବାଯ୍ତିଜକ ଯୋହନ ପ୍ରଚାର କଲେ ଯେ ସ୍ୱର୍ଗରାଜ୍ୟର ରାଜା ଖୁବ୍‌ ଶୀଘ୍ର ଆସିବେ (“ଘୋଷଣା କରିବା,” “ରାଜ୍ୟ,” “ସ୍ୱର୍ଗରାଜ୍ୟ,” “ସନ୍ନିକଟ,” ଅଧ୍ୟୟନ ବାଇବଲ—ମାଥି ୩:୧, ୨ ଅଧ୍ୟୟନ ତଥ୍ୟ)

    • ମାଥି ୩:୪—ବାଯ୍ତିଜକ ଯୋହନ ସରଳ ଜୀବନଯାପନ କରୁଥିଲେ। ସେ ନିଜ ସମ୍ପୂର୍ଣ୍ଣ ଧ୍ୟାନ ଈଶ୍ୱରଙ୍କ ଇଚ୍ଛା ପୂରଣ କରିବାରେ ଲଗାଇଲେ (“ବାଯ୍ତିଜକ ଯୋହନଙ୍କର ବେଶଭୂଷା,” “ପଙ୍ଗପାଳ,” “ବନମଧୁ,” ଅଧ୍ୟୟନ ବାଇବଲ—ମାଥି ୩:୪ ଚିତ୍ର)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ମାଥି ୧:୩—ମାଥିଉ ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀରେ ପୁରୁଷମାନଙ୍କ ନାମ ସହିତ ପାଞ୍ଚ ଜଣ ସ୍ତ୍ରୀମାନଙ୍କ ନାମ ମଧ୍ୟ ଲେଖିଲେ। ସେ ସେମାନଙ୍କ ନାମ କାହିଁକି ଲେଖିଥିବେ? (“ତାମର” ଅଧ୍ୟୟନ ବାଇବଲ—ମାଥି ୧:୩ ଅଧ୍ୟୟନ ତଥ୍ୟ)

    • ମାଥି ୩:୧୧—ଆମେ କିପରି ଜାଣୁ ଯେ ପାଣିରେ ସମ୍ପୂର୍ଣ୍ଣ ଭାବେ ବୁଡ଼ି ବାଯ୍ତିସ୍ମ ନେବା ହିଁ ସଠିକ୍‌ ଅଟେ? (“ତୁମ୍ଭମାନଙ୍କୁ . . . ବାଯ୍ତିସ୍ମ ଦେଉଅଛି,” ଅଧ୍ୟୟନ ବାଇବଲ—ମାଥି ୩:୧୧ ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ମାଥି ୧:୧-୧୭

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତର ଭିଡିଓ: (୪ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।

  • ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ଦେଖନ୍ତୁ।

  • ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍‌) ଆମକୁ ଶିଖାଏ ପୃଷ୍ଠା ୪୧-୪୨ ¶୬-୭

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୦

  • ବାର୍ଷିକ ସେବା ରିପୋର୍ଟ: (୧୫ ମି.) ଜଣେ ପ୍ରାଚୀନଙ୍କ ଭାଷଣ। ବାର୍ଷିକ ସେବା ରିପୋର୍ଟ ବିଷୟରେ ଶାଖା କାର୍ଯ୍ୟାଳୟରୁ ମିଳିଥିବା ଚିଠି ପଢ଼ନ୍ତୁ। ତାʼପରେ, ପୂର୍ବରୁ ବଛାଯାଇଥିବା ଏପରି କିଛି ପ୍ରଚାରକଙ୍କ ସାକ୍ଷାତ୍କାର ନିଅନ୍ତୁ, ଯେଉଁମାନଙ୍କୁ ଗତ ବର୍ଷ ପ୍ରଚାର ସେବାରେ ଭଲ ଅନୁଭୂତି ମିଳିଥିଲା।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ଅଧ୍ୟା. ୩୦ ¶୧୦-୧୮

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୫୦ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ