୧୧-୧୭ ଡିସେମ୍ବର
ଯିଖରୀୟ ୧-୮
ଗୀତ ୧୪୬ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ସେମାନେ ଏକ ଯିହୁଦୀ ଲୋକର ବସ୍ତ୍ରର ଅଞ୍ଚଳ ଧରିବେ”: (୧୦ ମି.)
[ଯିଖରୀୟ ବହିର ପରିଚୟ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।]
ଯିଖ ୮:୨୦-୨୨—ସର୍ବ ଭାଷାବାଦୀ ଗୋଷ୍ଠୀଗଣ ମଧ୍ୟରୁ ଲୋକେ ଯିହୋବାଙ୍କର ଅନୁଗ୍ରହ ପ୍ରାର୍ଥନା କରିବା ପାଇଁ ଆସନ୍ତି (ପ୍ର୧୪-ହି ୧୧/୧୫ ୨୭ ¶୧୪)
ଯିଖ ୮:୨୩—ପୃଥିବୀରେ ଜୀବିତ ରହିବାର ଆଶା ରଖୁଥିବା ଲୋକେ ସ୍ୱେଚ୍ଛାରେ ଅବଶିଷ୍ଟ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ସମର୍ଥନ କରନ୍ତି (ପ୍ର୧୬.୦୧-ହି ୨୩ ¶୪; ପ୍ର୦୯-ହି ୨/୧୫ ୨୭ ¶୧୪)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ଯିଖ ୫:୬-୧୧—ଆଜି ଚାରିଆଡ଼େ ଭରି ରହିଥିବା ଦୁଷ୍ଟତାକୁ ନେଇ ଆମର କʼଣ ଦାୟିତ୍ୱ ରହିଛି? (ପ୍ର୧୭.୧୦-ହି ୨୫ ¶୧୮)
ଯିଖ ୬:୧—ପିତ୍ତଳମୟ ଦୁଇ ପର୍ବତ କାହାକୁ ଦର୍ଶାଏ? (ପ୍ର୧୭.୧୦-ହି ୨୭-୨୮ ¶୭-୮)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ଯିଖ ୮:୧୪-୨୩
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍) T-37 ଟ୍ରାକ୍ଟ (ପ୍ରକାଶନ କିପରି ଦେବା-୧)—ପୁନଃସାକ୍ଷାତ ପାଇଁ ମୂଳଦୁଆ ତିଆରି କରନ୍ତୁ।
ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍) T-37 ଟ୍ରାକ୍ଟ (ପ୍ରକାଶନ କିପରି ଦେବା-୧)—ଗତ ସାକ୍ଷାତରେ ଆପଣ ଘରମାଲିକଙ୍କୁ ଏହି ଟ୍ରାକ୍ଟ ଦେଇଥିଲେ। ସେହି କଥାବାର୍ତ୍ତାକୁ ଆଗକୁ ବଢ଼ାନ୍ତୁ ଏବଂ ପୁନଃସାକ୍ଷାତ ପାଇଁ ମୂଳଦୁଆ ତିଆରି କରନ୍ତୁ।
ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍) ଖୁସିର ଖବର ପାଠ ୫ ¶୧-୨.
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ସମସ୍ତଙ୍କ ସହିତ କଥା ହେବାରେ”: (୧୫ ମି.) ଆଲୋଚନା। “ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ” ପ୍ରଚାର କଲେ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୯ ଅଧ୍ୟା. ¶୧୧-୧୫
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୨୧ ଏବଂ ପ୍ରାର୍ଥନା