୨୦-୨୬ ନଭେମ୍ବର
ମୀଖା ୧-୭
ଗୀତ ୨୬ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବା ଆମଠାରୁ କʼଣ ଚାହାନ୍ତି?”: (୧୦ ମି.)
[ମୀଖା ବହିର ପରିଚୟ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।]
ମୀଖା ୬:୬, ୭—ଯଦି ଆମେ ଅନ୍ୟମାନଙ୍କ ସହିତ ମନ୍ଦ ଆଚରଣ କରୁ, ତେବେ ଆମ ବଳିଦାନ ଯିହୋବାଙ୍କ ସମ୍ମୁଖରେ ବ୍ୟର୍ଥ ହେବ (ପ୍ର୦୮-ହି ୫/୧୫ ୬ ¶୨୦)
ମୀଖା ୬:୮—ଯାହା ଆମେ କରିପାରିବା ନାହିଁ, ଯିହୋବା ଆମଠାରୁ ତାହା ଚାହାନ୍ତି ନାହିଁ (ପ୍ର୧୨-ଇଂ ୧୧/୧ ୨୨ ¶୪-୭)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ମୀଖା ୨:୧୨—ଏହି ଭବିଷ୍ୟତବାଣୀ କିପରି ପୂରଣ ହେଲା? (ପ୍ର୦୭-ହି ୧୧/୧ ୧୮ ¶୧)
ମୀଖା ୭:୭—ଆମେ କାହିଁକି ‘ପରମେଶ୍ୱରଙ୍କ ପାଇଁ ଅପେକ୍ଷା କରିବା’ ଉଚିତ୍? (ପ୍ର୦୩-ହି ୮/୧୫ ୨୪ ¶୨୦)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ମୀଖା ୪:୧-୧୦
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍) ଯାତ୍ରା ୬:୨—ସତ୍ୟ ଶିଖାନ୍ତୁ। ପୁନଃସାକ୍ଷାତ ପାଇଁ ମୂଳଦୁଆ ତିଆରି କରନ୍ତୁ।
ପୁନଃସାକ୍ଷାତ: (୪ ମି. କିମ୍ବା ତାʼଠାରୁ କମ୍) ଯାତ୍ରା ୩:୧୪—ସତ୍ୟ ଶିଖାନ୍ତୁ। ପରବର୍ତ୍ତୀ ସାକ୍ଷାତ ପାଇଁ ମୂଳଦୁଆ ତିଆରି କରନ୍ତୁ।
ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍) ଆମକୁ ଶିଖାଏ ୧୩୨ ପୃଷ୍ଠା ¶୨୦-୨୧.
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୬ ମି.)
ଯିହୋବା ଚାହାନ୍ତି ଯେ ଆମେ ଉଦାରମନା ହେଉ (ହିତୋ. ୩:୨୭): (୯ ମି.) ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୮ ଅଧ୍ୟା. ¶୧୦-୧୭
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୫୧ ଏବଂ ପ୍ରାର୍ଥନା