ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ନଭେମ୍ବର ପୃଷ୍ଠା ୨
  • ୬-୧୨ ନଭେମ୍ବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୬-୧୨ ନଭେମ୍ବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ନଭେମ୍ବର ପୃଷ୍ଠା ୨

୬-୧୨ ନଭେମ୍ବର

ଆମୋଷ ୧-୯

  • ଗୀତ ୧୪୪ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଯିହୋବାଙ୍କର ଅନ୍ୱେଷଣ କର, ତହିଁରେ ତୁମ୍ଭେମାନେ ବଞ୍ଚିବ”: (୧୦ ମି.)

    • [ଆମୋଷ ବହିର ପରିଚୟ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।]

    • ଆମୋ ୫:୪, ୬—ଆମେ ଈଶ୍ୱରଙ୍କୁ ଜାଣିବା ଉଚିତ୍‌ ଏବଂ ତାହାଙ୍କ ଇଚ୍ଛା ପୂରଣ କରିବା ଉଚିତ୍‌ (ପ୍ର୦୪-ହି ୧୧/୧୫ ୨୪ ¶୨୦)

    • ଆମୋ ୫:୧୪, ୧୫—ଆମେ ଭଲ-ମନ୍ଦ ବିଷୟରେ ଯିହୋବାଙ୍କ ମାନଦଣ୍ଡକୁ ସ୍ୱୀକାର କରିବା ଉଚିତ୍‌ ଏବଂ ସେଗୁଡ଼ିକୁ ଭଲ ପାଇବା ଶିଖିବା ଉଚିତ୍‌ [ଯିହୋବାଙ୍କ ଦିନ (ଇଂରାଜୀ) ୯୦-୯୧ ପୃଷ୍ଠା ¶୧୬-୧୭]

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଆମୋ ୨:୧୨—ଏହି ପଦରୁ ଆମେ କʼଣ ଶିଖୁ? (ପ୍ର୦୭-ହି ୧୦/୧ ୮ ¶୪)

    • ଆମୋ ୮:୧, ୨—‘ଏକ ଡାଲା ଗ୍ରୀଷ୍ମକାଳୀନ ଫଳର’ ଅର୍ଥ କʼଣ? (ପ୍ର୦୭-ହି ୧୦/୧ ୮ ¶୨)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଆମୋ ୪:୧-୧୩

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ଏ ମାସରେ ପ୍ରକାଶନ ଦେବାର ପ୍ରସ୍ତୁତି କରନ୍ତୁ: (୧୫ ମି.) “ପ୍ରକାଶନ କିପରି ଦେବା” ଉପରେ ଆଲୋଚନା। ପ୍ରକାଶନ ଦେବାର ଭିଡିଓଗୁଡ଼ିକ ଦେଖାନ୍ତୁ। ପ୍ରତ୍ୟେକ ଭିଡିଓ ଦେଖାଇବା ପରେ ତାʼର କିଛି ମୁଖ୍ୟ ବିଷୟ ଉପରେ ଆଲୋଚନା କରନ୍ତୁ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୧୪୧

  • “ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ପୁନଃସାକ୍ଷାତ କରିବାରେ”: (୧୫ ମି.) ଆଲୋଚନା। ଏହାପରେ, ଭିଡିଓଟି ଦେଖାନ୍ତୁ, ଯେଉଁଥିରେ ଦୁଇଜଣ ପ୍ରଚାରକ ପୁନଃସାକ୍ଷାତ କରୁଛନ୍ତି ଏବଂ ସେହି ଭିଡିଓ ଉପରେ ଆଲୋଚନା କରନ୍ତୁ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୭ ଅଧ୍ୟା. ¶୧୯-୨୨, ୨୭୯ ପୃଷ୍ଠାର ବକ୍ସ

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୨୫ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ