ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ଅକ୍ଟୋବର ପୃଷ୍ଠା ୪
  • ଯିହୋବା ପୂର୍ବରୁ ହିଁ ରାଜାମାନଙ୍କର ଭବିଷ୍ୟତ କହିଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ପୂର୍ବରୁ ହିଁ ରାଜାମାନଙ୍କର ଭବିଷ୍ୟତ କହିଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ଅକ୍ଟୋବର ପୃଷ୍ଠା ୪

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଦାନିୟେଲ ୧୦-୧୨

ଯିହୋବା ପୂର୍ବରୁ ହିଁ ରାଜାମାନଙ୍କର ଭବିଷ୍ୟତ କହିଲେ

୧୧:୨

ପାରସ୍ୟରେ ଚାରୋଟି ରାଜା ଉତ୍ପନ୍ନ ହୋଇଥାʼନ୍ତେ। ଚତୁର୍ଥ ରାଜା “ଗ୍ରୀସ୍‌ ରାଜ୍ୟ ବିରୁଦ୍ଧରେ ସମସ୍ତଙ୍କୁ ଉତ୍ତେଜିତ” କରିଥାʼନ୍ତା।

  1. ୧. କୋରସ ମହାନ

  2. ୨. କାମ୍ବିସିଜ୍‌ ଦ୍ୱିତୀୟ

  3. ୩. ଦାରୀୟାବସ ପ୍ରଥମ

  4. ୪. ଅକ୍ଷଶ୍ୱେରଶ ପ୍ରଥମ (ବିଶ୍ୱାସ କରାଯାଏ ଯେ ଏହି ରାଜା ଅହଶ୍ୱେରଶ ଥିଲା, ଯିଏ ଏଷ୍ଟରଙ୍କୁ ବିବାହ କରିଥିଲା)

୧୧:୩

ଗ୍ରୀସ୍‌ରେ ଜଣେ ଶକ୍ତିଶାଳୀ ରାଜା ଉତ୍ପନ୍ନ ହୋଇଥାʼନ୍ତା ଏବଂ ଏକ ବୃହତ୍‌ ସାମ୍ରାଜ୍ୟ ଉପରେ ଶାସନ କରିଥାʼନ୍ତା।

  • ଆଲେକ୍‌ଜାଣ୍ଡାର ମହାନ

୧୧:୪

ଗ୍ରୀକ୍‌ ସାମ୍ରାଜ୍ୟ ଆଲେକ୍‌ଜାଣ୍ଡାରର ଚାରୋଟି ସେନାପତିଙ୍କ ମଧ୍ୟରେ ବିଭକ୍ତ ହୋଇଥାʼନ୍ତା।

  1. ୧. କସାଣ୍ଡର୍‌

  2. ୨. ଲିସିମକସ୍‌

  3. ୩. ସେଲ୍ୟୁକସ୍‌ ପ୍ରଥମ

  4. ୪. ଟୋଲ୍ମୀ ପ୍ରଥମ

କ୍‌ ସାଜ୍ୟ ଆଲେକ୍‌ଜାଣ୍ଡାରର ଚାରୋଟି ସେନାପତିଙ୍କ ମଧରେ ବିଭକ୍ତ ହେଲା
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ