ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb17 ଅକ୍ଟୋବର ପୃଷ୍ଠା ୨
  • ୨-୮ ଅକ୍ଟୋବର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨-୮ ଅକ୍ଟୋବର
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
mwb17 ଅକ୍ଟୋବର ପୃଷ୍ଠା ୨

୨-୮ ଅକ୍ଟୋବର

ଦାନିୟେଲ ୭-୯

  • ଗୀତ ୪୩ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଖ୍ରୀଷ୍ଟଙ୍କ ଆଗମନ ବିଷୟରେ ଦାନିୟେଲଙ୍କ ଭବିଷ୍ୟତବାଣୀ”: (୧୦ ମି.)

    • ଦାନି ୯:୨୪—ଖ୍ରୀଷ୍ଟଙ୍କ ବଳିଦାନ ଯୋଗୁଁ ଆମ ପାପଗୁଡ଼ିକର କ୍ଷମା ପାଇଁ ରାସ୍ତା ଖୋଲିଗଲା (ଇନସାଇଟ୍‌-୨ ୯୦୨ ¶୨)

    • ଦାନି ୯:୨୫—ଖ୍ରୀଷ୍ଟଙ୍କ ଆଗମନ ୬୯ତମ ସପ୍ତାହର (ବର୍ଷର ସପ୍ତାହ) ଶେଷ ଆଡ଼କୁ ହେଲା (ଇନସାଇଟ୍‌-୨ ୯୦୦ ¶୭)

    • ଦାନି ୯:୨୬, ୨୭କ—ଖ୍ରୀଷ୍ଟଙ୍କୁ ୭୦ତମ ସପ୍ତାହର ମଧ୍ୟ ଭାଗରେ ହତ୍ୟା କରାଗଲା (ଇନସାଇଟ୍‌-୨ ୯୦୧ ¶୨, ୫)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଦାନି ୯:୨୪—‘ପବିତ୍ରତମକୁ’ କେବେ ଅଭିଷିକ୍ତ କରାଗଲା? (ପ୍ର୦୧-ହି ୫/୧୫ ୨୭)

    • ଦାନି ୯:୨୭—ସତୁରିତମ ସପ୍ତାହର (ବର୍ଷର ସପ୍ତାହ) ଶେଷ ପର୍ଯ୍ୟନ୍ତ ବା ୩୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ‘ଅନେକର ସହିତ କେଉଁ ଦୃଢ଼ ନିୟମ’ କରାଯାଇଥିଲା? (ପ୍ର୦୭-ହି ୯/୧ ୨୧ ¶୪)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଦାନି ୭:୧-୧୦

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ଏ ମାସରେ ପ୍ରକାଶନ ଦେବାର ପ୍ରସ୍ତୁତି କରନ୍ତୁ: (୧୫ ମି.) “ପ୍ରକାଶନ କିପରି ଦେବା” ଉପରେ ଆଲୋଚନା। ପ୍ରକାଶନ ଦେବାର ଭିଡିଓଗୁଡ଼ିକ ଦେଖାନ୍ତୁ। ପ୍ରତ୍ୟେକ ଭିଡିଓ ଦେଖାଇବା ପରେ ତାʼର କିଛି ମୁଖ୍ୟ ବିଷୟ ଉପରେ ଆଲୋଚନା କରନ୍ତୁ। ପ୍ରଚାରକମାନଙ୍କୁ ଉତ୍ସାହିତ କରନ୍ତୁ ଯେ ସେମାନେ ଆଗ୍ରହ ଦେଖାଉଥିବା ବ୍ୟକ୍ତିମାନଙ୍କୁ ଯେପରି ତୁରନ୍ତ ପୁନଃସାକ୍ଷାତ କରିବେ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୪୦

  • “ଗଭୀରତାର ସହିତ ବାଇବଲ ଅଧ୍ୟୟନ କିପରି କରିବା”: (୧୫ ମି.) ଆଲୋଚନା। ଈଶ୍ୱରଙ୍କ ବାକ୍ୟରେ ବହୁମୂଲ୍ୟ ଧନ ଖୋଜିବା ପାଇଁ ସାହାଯ୍ୟ (ହିନ୍ଦୀ) ଭିଡିଓ ଦେଖାନ୍ତୁ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୬ ଅଧ୍ୟା. ¶୧-୯

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସପ୍ତାହର ଏକ ଝଲକ (୩ ମି.)

  • ଗୀତ ୩୫ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ