ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • syr25 ପୃଷ୍ଠା ୨
  • ୨୦୨୫ ସର୍ବମୋଟ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୦୨୫ ସର୍ବମୋଟ
  • ୨୦୨୫ ବିଶ୍ୱବ୍ୟାପୀ ଯିହୋବାଙ୍କ ସାକ୍ଷୀମାନଙ୍କର ସେବା ବର୍ଷର ରିପୋର୍ଟ
  • ପ୍ରାୟ ସମାନ ଲେଖା
  • ୨୦୨୩ ସର୍ବମୋଟ
    ୨୦୨୩ ବିଶ୍ୱବ୍ୟାପୀ ଯିହୋବାଙ୍କ ସାକ୍ଷୀମାନଙ୍କର ସେବା ବର୍ଷର ରିପୋର୍ଟ
  • ୨୦୨୧ ସର୍ବମୋଟ
    ୨୦୨୧ ବିଶ୍ୱବ୍ୟାପୀ ଯିହୋବାଙ୍କ ସାକ୍ଷୀମାନଙ୍କର ସେବା ବର୍ଷର ରିପୋର୍ଟ
  • ୨୦୨୦ ସର୍ବମୋଟ
    ବିଶ୍ୱବ୍ୟାପୀ ଯିହୋବାଙ୍କ ସାକ୍ଷୀମାନଙ୍କର ୨୦୨୦ ସେବା ବର୍ଷର ରିପୋର୍ଟ
  • ୨୦୧୯ ସର୍ବମୋଟ
    ୨୦୧୯ ବିଶ୍ୱବ୍ୟାପୀ ଯିହୋବାଙ୍କ ସାକ୍ଷୀମାନଙ୍କର ସେବା ବର୍ଷର ରିପୋର୍ଟ
ଆହୁରି ଦେଖନ୍ତୁ
୨୦୨୫ ବିଶ୍ୱବ୍ୟାପୀ ଯିହୋବାଙ୍କ ସାକ୍ଷୀମାନଙ୍କର ସେବା ବର୍ଷର ରିପୋର୍ଟ
syr25 ପୃଷ୍ଠା ୨

୨୦୨୫ ସର୍ବମୋଟ

  • ଯିହୋବାଙ୍କ ସାକ୍ଷୀମାନଙ୍କର ଶାଖା କାର୍ଯ୍ୟାଳୟ: ୮୪

  • ଦେଶ ଓ କ୍ଷେତ୍ର: ୨୪୧

  • ମଣ୍ଡଳୀ: ୧,୧୯,୬୫୨

  • ସାରା ପୃଥିବୀରେ ସ୍ମାରକର ଉପସ୍ଥିତି: ୨,୦୬,୩୫,୦୧୫

  • ସାରା ପୃଥିବୀରେ ସ୍ମାରକରେ ରୋଟୀ ଖାଉଥିବା ଓ ଦ୍ରାକ୍ଷାରସ ପିଉଥିବା ବ୍ୟକ୍ତି: ୨୪,୫୭୬

  • ପ୍ରଚାରକମାନଙ୍କର ସର୍ବୋଚ୍ଚ ସଂଖ୍ୟାa: ୯୨,୦୫,୩୨୬

  • ପ୍ରତ୍ୟେକ ମାସ ହାରାହାରି ପ୍ରଚାରକ: ୯୦,୪୭,୦୮୩

  • ୨୦୨୪ ତୁଳନାରେ ବୃଦ୍ଧି: ୨.୫

  • ମୋଟ ବାପ୍ତିସ୍ମ ନେଲେb: ୩,୦୪,୬୪୩

  • ପ୍ରତ୍ୟେକ ମାସ ହାରାହାରି ଅଗ୍ରଦୂତc ପ୍ରଚାରକ: ୧୭,୪୩,୫୬୭

  • ପ୍ରତ୍ୟେକ ମାସ ହାରାହାରି ସହାୟକ ଅଗ୍ରଦୂତ ପ୍ରଚାରକ: ୮,୬୪,୮୭୦

  • ପ୍ରତ୍ୟେକ ମାସ ହାରାହାରି ବାଇବଲ ଅଧ୍ୟୟନd ୭୬,୦୩,୧୮୨

୨୦୨୫ ସେବା ବର୍ଷ ୧ ସେପ୍ଟେମ୍ବର, ୨୦୨୪ରୁ ୩୧ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ଥିଲା ।

a ଯିଏ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରେ, ତାକୁ ପ୍ରଚାରକ କୁହାଯାଏ । (ମାଥିଉ ୨୪:୧୪) ପ୍ରଚାରକମାନଙ୍କ ଗଣନା କିପରି କରାଯାଏ, ତାହା ଜାଣିବା ପାଇଁ ଲେଖା, “ସାରା ପୃଥିବୀରେ କେତେ ଯିହୋବାଙ୍କ ସାକ୍ଷୀ ଅଛନ୍ତି ?” (ହିନ୍ଦୀ) ଦେଖନ୍ତୁ ।

b ଯଦି ଜଣେ ବ୍ୟକ୍ତି ବାପ୍ତିସ୍ମ ନେଇ ଯିହୋବାଙ୍କ ସାକ୍ଷୀ ହେବାକୁ ଚାହାନ୍ତି, ତେବେ ସେ କʼଣ କରିବା ଉଚିତ୍‌, ସେବିଷୟରେ ଲେଖା, “ମୁଁ ଯିହୋବାଙ୍କ ସାକ୍ଷୀ କିପରି ହୋଇପାରିବି ?” (ହିନ୍ଦୀ) ଦେଖନ୍ତୁ ।

c ଜଣେ ଅଗ୍ରଦୂତ ଏପରି ଜଣେ ବାପ୍ତିସ୍ମପ୍ରାପ୍ତ ବ୍ୟକ୍ତି ହୋଇଥାʼନ୍ତି, ଯାହାଙ୍କ ମଣ୍ଡଳୀରେ ଭଲ ନାମ ଥାଏ ଏବଂ ଯିଏ ପ୍ରତ୍ୟେକ ମାସ ନିଜ ଇଚ୍ଛାରେ କିଛି ନିର୍ଦ୍ଧାରିତ ସମୟ ପ୍ରଚାର ସେବାରେ ଦେଇଥାʼନ୍ତି ।

d ଅଧିକ ଜାଣିବା ପାଇଁ ଲେଖା, “ଯିହୋବାଙ୍କ ସାକ୍ଷୀମାନଙ୍କ ସହ ବାଇବଲ ଅଧ୍ୟୟନ କିପରି ହୁଏ ?” (ହିନ୍ଦୀ) ଦେଖନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ