ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • CO-pgm25 ପୃଷ୍ଠା ୬-୭
  • ରବିବାର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ରବିବାର
  • ୨୦୨୫ ଅଧିବେଶନର କାର୍ଯ୍ୟକ୍ରମ
  • ପ୍ରାୟ ସମାନ ଲେଖା
  • ରବିବାର
    ୨୦୨୪ ଅଧିବେଶନର କାର୍ଯ୍ୟକ୍ରମ
  • ରବିବାର
    ଆଞ୍ଚଳିକ ଅଧିବେଶନ ୨୦୨୧ ପାଇଁ କାର୍ଯ୍ୟକ୍ରମ
  • ଶନିବାର
    ୨୦୨୫ ଅଧିବେଶନର କାର୍ଯ୍ୟକ୍ରମ
  • ଶନିବାର
    ୨୦୨୪ ଅଧିବେଶନର କାର୍ଯ୍ୟକ୍ରମ
ଆହୁରି ଦେଖନ୍ତୁ
୨୦୨୫ ଅଧିବେଶନର କାର୍ଯ୍ୟକ୍ରମ
CO-pgm25 ପୃଷ୍ଠା ୬-୭
ଚିତ୍ରଗୁଡ଼ିକ: ରବିବାର କାର୍ଯ୍ୟକ୍ରମର ଝଲକ । ୧. ଜଣେ ଶମିରୋଣୀୟା ସ୍ତ୍ରୀ ଗୋଟିଏ କୂଅ ପାଖରେ ଛିଡ଼ା ହୋଇଛନ୍ତି । ୨. ଯୀଶୁ ସଭାଘରେ ଛିଡ଼ା ହୋଇ କିଛି କହୁଛନ୍ତି ଏବଂ ତାଙ୍କ ହାତରେ ଏକ ଖୋଲା ଚର୍ମପତ୍ର ଅଛି ।

ରବିବାର

‘ସେମାନେ ପବିତ୍ର ଶକ୍ତି ଓ ସତ୍ୟରେ ପିତାଙ୍କର ଉପାସନା କରିବେ’—ଯୋହନ ୪:୨୩

ସକାଳ କାର୍ଯ୍ୟକ୍ରମ

  • ୯:୨୦ ସଂଗୀତର ଭିଡିଓ

  • ୯:୩୦ ଗୀତ ସଂ. ୧୪୦ ଏବଂ ପ୍ରାର୍ଥନା

  • ୯:୪୦ ପରିଚର୍ଚ୍ଚା: ଯୀଶୁଙ୍କ ଶବ୍ଦରୁ ପାଆନ୍ତୁ ବହୁମୂଲ୍ୟ ଶିକ୍ଷା

    • • ‘ଜଳ ଓ ପବିତ୍ର ଶକ୍ତିରୁ ଜନ୍ମ ହେବା’ (ଯୋହନ ୩:୩, ୫)

    • • ‘କେହି ବି ସ୍ୱର୍ଗାରୋହଣ କରି ନାହିଁ’ (ଯୋହନ ୩:୧୩)

    • • “ଜ୍ୟୋତିଃ ନିକଟକୁ ଆସେ” (ଯୋହନ ୩:୧୯-୨୧)

    • • “ମୁଁ ସେହି ଅଟେ” (ଯୋହନ ୪:୨୫, ୨୬)

    • • “ମୋହର ଖାଦ୍ୟ” (ଯୋହନ ୪:୩୪)

    • • ‘କ୍ଷେତ୍ର କଟାଯିବା ପାଇଁ ପାଚିଗଲାଣି’ (ଯୋହନ ୪:୩୫)

  • ୧୧:୦୫ ଗୀତ ସଂ. ୩୭ ଏବଂ ଘୋଷଣା

  • ୧୧:୧୫ ବାଇବଲ ଆଧାରିତ ଜନ ଭାଷଣ: ଆପଣ ଯାହା ବିଶ୍ୱାସ କରନ୍ତି, କʼଣ ସେବିଷୟରେ ସବୁକିଛି ଜାଣନ୍ତି ? (ଯୋହନ ୪:୨୦-୨୪)

  • ୧୧:୪୫ ପ୍ରହରୀଦୁର୍ଗର ସାରାଂଶ

  • ୧୨:୧୫ ଗୀତ ସଂ. ୮୪ ଏବଂ ବିରତି

ଦ୍ୱିପହର କାର୍ଯ୍ୟକ୍ରମ

  • ୧:୩୫ ସଂଗୀତର ଭିଡିଓ

  • ୧:୪୫ ଗୀତ ସଂ. ୭୭

  • ୧:୫୦ ବାଇବଲ ଆଧାରିତ ଭିଡିଓ ଡ୍ରାମା:

    ଯୀଶୁଙ୍କ ନିଆରା ଜୀବନ କାହାଣୀ: ଏପିସୋଡ ୩

    “ମୁଁ ସେହି ଅଟେ” (ଯୋହନ ୩:୧–୪:୫୪; ମାଥିଉ ୪:୧୨-୨୦; ମାର୍କ ୧:୧୯, ୨୦; ଲୂକ ୪:୧୬–୫:୧୧)

  • ୨:୩୫ ଗୀତ ସଂ. ୨୦ ଏବଂ ଘୋଷଣା

  • ୨:୪୫ ଆମେ କʼଣ କʼଣ ଶିଖିଲୁ ?

  • ୨:୫୫ ଯିହୋବାଙ୍କ ମହାନ ମନ୍ଦିରରେ ଉପାସନା କରୁଥାନ୍ତୁ ! (ଏବ୍ରୀ ୧୦:୨୧-୨୫; ୧୩:୧୫, ୧୬; ୧ ପିତର ୧:୧୪-୧୬; ୨:୨୧)

  • ୩:୪୫ ନୂଆ ଗୀତ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ