କʼଣ ଦୁଃଖକଷ୍ଟ ବିନା ଆମ ଜୀବନ ସମ୍ଭବ ?
‘ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ ।’—ପ୍ରକାଶିତ ବାକ୍ୟ ୨୧:୪.
ପବିତ୍ର ଶାସ୍ତ୍ରରେ ଆମକୁ ଭରସା ଦିଆଯାଇଛି:
ଈଶ୍ୱର ଆମକୁ ଦୁଃଖକଷ୍ଟ ଦିଅନ୍ତି ନାହିଁ ।—ଯାକୁବ ୧:୧୩.
ଈଶ୍ୱର ଆମ ବିଷୟରେ ଚିନ୍ତା କରନ୍ତି ଓ ଆମ ଦୁଃଖକଷ୍ଟକୁ ବୁଝନ୍ତି । ସେ ଖୁବ୍ ଶୀଘ୍ର ଆମ ଦୁଃଖକଷ୍ଟଗୁଡ଼ିକୁ ଦୂର କରିଦେବେ ।—ଗୀତସଂହିତା ୩୪:୧୭-୧୯.
ଅଧିକ ଜାଣିବା ପାଇଁ jw.org/or ୱେବସାଇଟ୍କୁ ଯାଆନ୍ତୁ ।
© 2026 Watch Tower Bible and Tract Society of Pennsylvania