ପ୍ରାଚୀନ ସମୟର ସବୁଠୁ ବୁଦ୍ଧିମାନ ବ୍ୟକ୍ତିର ପରାମର୍ଶ
“ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯାହାସବୁ କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ମଧ୍ୟ ସେମାନଙ୍କ ପ୍ରତି ସେହିସବୁ କର ।”—ମାଥିଉ ୭:୧୨.
ଯୀଶୁ ଏହା ବି ପରାମର୍ଶ ଦେଲେ:
ଅତ୍ୟଧିକ ଚିନ୍ତା କରନ୍ତୁ ନାହିଁ ।—ମାଥିଉ ୬:୩୪.
ଅନ୍ୟମାନଙ୍କୁ କ୍ଷମା କରିବା ଉଚିତ୍ ।—ମାଥିଉ ୬:୧୪, ୧୫.
ଅଧିକ ଜାଣିବା ପାଇଁ jw.org/or ୱେବସାଇଟ୍କୁ ଯାଆନ୍ତୁ ।
© 2025 Watch Tower Bible and Tract Society of Pennsylvania