କʼଣ ଜଣେ ଏପରି ଈଶ୍ୱର ଅଛନ୍ତି, ଯିଏ ଆମର ଚିନ୍ତା କରନ୍ତି ?
“ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ, ଦୁର୍ଦ୍ଦଶାକାଳରେ ଅତି ନିକଟବର୍ତ୍ତୀ ସହାୟ ।”—ଗୀତସଂହିତା ୪୬:୧.
ଏହା ଧ୍ୟାନ ଦିଅନ୍ତୁ:
ଈଶ୍ୱରଙ୍କ ଗୋଟିଏ ନାମ ଅଛି ।—ଯାତ୍ରା ପୁସ୍ତକ ୬:୨, ୩.
ସେ ଆମକୁ ମାର୍ଗଦର୍ଶନ ଦିଅନ୍ତି ।—୨ ତୀମଥି ୩:୧୬, ୧୭.
ସେ ଆମକୁ ସାହାଯ୍ୟ କରିବା ପାଇଁ ଚାହାନ୍ତି ।—ଗୀତସଂହିତା ୧୪୫:୧୮, ୧୯.
ଅଧିକ ଜାଣିବା ପାଇଁ jw.org/or ୱେବସାଇଟ୍କୁ ଯାଆନ୍ତୁ ।
© 2025 Watch Tower Bible and Tract Society of Pennsylvania