କʼଣ ଆମେ ଏହି ପୃଥିବୀରେ ସବୁଦିନ ଯାଏ ଖୁସିରେ ବଞ୍ଚିପାରିବା ?
“ଧାର୍ମିକ ଦେଶାଧିକାର କରିବ ଓ ସଦାକାଳ ତହିଁରେ ବାସ କରିବ ।”—ଗୀତସଂହିତା ୩୭:୨୯.
ପବିତ୍ର ଶାସ୍ତ୍ରରେ ଭବିଷ୍ୟତ ବିଷୟରେ କୁହାଯାଇଛି ଯେ
ସମସ୍ତଙ୍କର ସ୍ୱାସ୍ଥ୍ୟ ଭଲ ଥିବ ।—ଯିଶାଇୟ ୩୩:୨୪; ୩୫:୫, ୬.
ପ୍ରଦୂଷଣ ହେବ ନାହିଁ ଆଉ ସାରା ପୃଥିବୀ ସୁନ୍ଦର ହୋଇଯିବ ।—ଯିଶାଇୟ ୩୫:୧, ୨; ପ୍ରକାଶିତ ବାକ୍ୟ ୧୧:୧୮.
ଅଧିକ ଜାଣିବା ପାଇଁ jw.org/or ୱେବସାଇଟ୍କୁ ଯାଆନ୍ତୁ ।
© 2026 Watch Tower Bible and Tract Society of Pennsylvania