ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୧୫୭
  • ଶେଷରେ ହେବ ଶାନ୍ତି !

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଶେଷରେ ହେବ ଶାନ୍ତି !
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ଜୀବନ ସବୁ ଦିନର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ମୋ ଆଧ୍ୟାତ୍ମିକ ଆବଶ୍ୟକତା
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ବାର୍ତ୍ତା ବିତରଣ ପାଇଁ ପ୍ରସ୍ତୁତ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଉପସ୍ଥିତ ହେବେ ଯିହୋବାଙ୍କ ପୁତ୍ରଗଣ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୧୫୭

ଗୀତ ୧୫୭

ଶେଷରେ ହେବ ଶାନ୍ତି !

(ଗୀତସଂହିତା ୨୯:୧୧)

  1. ୧. ଦୁଃଖର ସାଗରେ

    ଅଛୁ ଶାନ୍ତିରେ,

    ଯିହୋବାଙ୍କ ନିଜ ଲୋକେ ।

    ଅଛି ବିଶ୍ୱାସ,

    ହେବ ପୂରା ଆଶା

    ଜାଣୁ ଯେ ଦୁଃଖ ନ ଥିବ ।

    (ଘୋଷା)

    ଖୁସିର ସମୟ,

    ଦେଖିବା ଆମେ

    ଚିରକାଳ ପାଇଁ ।

    ସ୍ଥଳ ଭୂମିରୁ

    ଉଚ୍ଚ ପର୍ବତ,

    ରହିବ ଜଗତ

    ଶାନ୍ତିରେ ।

  2. ୨. ନୂତନ ପୃଥିବୀ,

    ହେବ ଦିନେ

    ଥିବ ଶାନ୍ତି ଓ ଆନନ୍ଦ ।

    ରହିବା ଆମେ

    ହୋଇ ଏକତାରେ—

    ଈଶ୍ୱରଙ୍କ ଶାସନରେ ।

    (ଘୋଷା)

    ଖୁସିର ସମୟ,

    ଦେଖିବା ଆମେ

    ଚିରକାଳ ପାଇଁ ।

    ସ୍ଥଳ ଭୂମିରୁ

    ଉଚ୍ଚ ପର୍ବତ,

    ରହିବ ଜଗତ

    ଶାନ୍ତିରେ ।

    (ଘୋଷା)

    ଖୁସିର ସମୟ,

    ଦେଖିବା ଆମେ

    ଚିରକାଳ ପାଇଁ ।

    ସ୍ଥଳ ଭୂମିରୁ

    ଉଚ୍ଚ ପର୍ବତ,

    ରହିବ ଜଗତ ।

    (ଘୋଷା)

    ଖୁସିର ସମୟ,

    ଦେଖିବା ଆମେ

    ଚିରକାଳ ପାଇଁ ।

    ସ୍ଥଳ ଭୂମିରୁ

    ଉଚ୍ଚ ପର୍ବତ,

    ରହିବ ଜଗତ

    ଶାନ୍ତିରେ,

    ଶାନ୍ତିରେ !

(ଗୀତ. ୭୨:୧-୭; ଯିଶା. ୨:୪; ରୋମୀ. ୧୬:୨୦ ମଧ୍ୟ ଦେଖନ୍ତୁ)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ