ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • CA-brpgm21 ପୃଷ୍ଠା ୪
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
  • ୨୦୨୦-୨୦୨୧ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ—ଶାଖା ପ୍ରତିନିଧିଙ୍କ ସହିତ
  • ପ୍ରାୟ ସମାନ ଲେଖା
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୦-୨୦୨୧ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ​—ସର୍କିଟ ଅଧ୍ୟକ୍ଷଙ୍କ ସହିତ
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୩-୨୦୨୪ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ଶାଖା ପ୍ରତିନିଧିଙ୍କ ସହିତ
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୧୯-୨୦୨୦ ସର୍କିଟ ସମ୍ମିଳନୀ କାର୍ଯ୍ୟକ୍ରମ—ଶାଖା ପ୍ରତିନିଧିଙ୍କ ସହିତ
  • ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
    ୨୦୨୪-୨୦୨୫ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ ଶାଖା ପ୍ରତିନିଧିଙ୍କ ସହିତ
ଆହୁରି ଦେଖନ୍ତୁ
୨୦୨୦-୨୦୨୧ ସର୍କିଟ ସମ୍ମିଳନୀ ପାଇଁ କାର୍ଯ୍ୟକ୍ରମ—ଶାଖା ପ୍ରତିନିଧିଙ୍କ ସହିତ
CA-brpgm21 ପୃଷ୍ଠା ୪

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ:

  1. ୧. ଯିହୋବାଙ୍କ କେଉଁ ତିନୋଟି ବ୍ୟବସ୍ଥାରୁ ଆମକୁ ଖୁସି ମିଳେ ? (ଗୀତ. ୩୨:୧-୧୦)

  2. ୨. ଆଜି ଆମେ ଖୁସିରେ କିପରି ରହିପାରିବା ? (ଗୀତ. ୫:୧୧, ୧୨; ୯୧:୧୪)

  3. ୩. ସମସ୍ୟା ସତ୍ତ୍ୱେ ଆମେ ପ୍ରଚାର ସେବାରେ ନିଜ ଖୁସି କିପରି ବଜାୟ ରଖିପାରିବା ? (ପ୍ରେରି. ୧୩:୫୦-୫୨; ରୋମୀ. ୫:୩-୫)

  4. ୪. ଆମେ କିପରି ନିଜକୁ ଭାରଗ୍ରସ୍ତ ହେବାକୁ ଦେବା ନାହିଁ ଏବଂ ନିଜ ଖୁସିକୁ ବଜାୟ ରଖିବା ? (ଲୂକ ୨୧:୩୪)

  5. ୫. ଯିହୋବା କିପରି ଆମକୁ ଖୁସି ଦିଅନ୍ତି ? (ଗୀତ. ୯୨:୪, ୫)

  6. ୬. ଯିହୋବାଙ୍କୁ ସର୍ବଦା ନିଜ ସାମନାରେ ରଖିବା ପାଇଁ କʼଣ ଆମକୁ ସାହାଯ୍ୟ କରିବ ? (ରୋମୀ. ୧:୨୦; ଦ୍ୱିବି. ୬:୬-୯; ଫିଲିପ୍‌. ୪:୬; ଗୀତ. ୧୬:୩)

© 2020 Watch Tower Bible and Tract Society of Pennsylvania

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ