ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୧୪୧
  • ଜୀବନ ଏକ ଚମତ୍କାର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଜୀବନ ଏକ ଚମତ୍କାର
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ଅଗ୍ରଦୂତଙ୍କ ଜୀବନ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ମଜବୁତ୍‌ ରହିବା ଶିଖାନ୍ତୁ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଯିହୋବା ତୋ ନାମ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ହୃଦୟକୁ ସୁରକ୍ଷିତ ରଖ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଆହୁରି ଦେଖନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୧୪୧

ଗୀତ ୧୪୧

ଜୀବନ ଏକ ଚମତ୍କାର

(ଗୀତସଂହିତା ୩୬:୯)

  1. ୧. ନୂଆ ଶିଶୁରୁ, ବର୍ଷାର ବିନ୍ଦୁ,

    ସୂରୁଜର କିରଣ ଓ ଏ ଧରା ।

    ପ୍ରେମର ଗୁଣ ଯିହୋବାଙ୍କର,

    ସବୁ ସୃଷ୍ଟିକୁ ଦେଖିଲେ ଜାଣିପାରୁ ।

    (ଘୋଷା)

    ଆଶିଷ ଅଟେ ଏ ଆମ ଜୀବନ

    ଆପେ ମିଳିବନି କେବେ, ଏହି ବରଦାନ ।

    କରିବା ଗଭୀର ପ୍ରେମ ଯିହୋବାଙ୍କୁ

    ଭୁଲିବାନି ଆମେ ଏହି ଆଶିଷକୁ ।

  2. ୨. ଲୋକେ ଅନେକ ମାନିଯାʼନ୍ତି ହାର୍‌

    କହନ୍ତି ନାହିଁ କିଛି ଏ ଜୀବନେ ।

    ଆମେ ଜାଣୁ ଯେ ଏହି ନିଃଶ୍ୱାସ,

    ଉପହାର ଯିହୋବାଙ୍କର ବହୁମୂଲ୍ୟ ।

    (ଘୋଷା)

    ଆଶିଷ ଅଟେ ଏ ଆମ ଜୀବନ

    ଆପେ ମିଳିବନି କେବେ, ଏହି ବରଦାନ ।

    କରିବା ଗଭୀର ପ୍ରେମ ସମସ୍ତଙ୍କୁ

    ଭୁଲିବାନି ଆମେ ଏହି ଆଶିଷକୁ ।

(ଆୟୁ. ୨:୯; ଗୀତ. ୩୪:୧୨; ଉପ. ୮:୧୫; ମାଥି. ୨୨:୩୭-୪୦; ରୋମୀ. ୬:୨୩ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ