ଗୀତ ୧୨୧
ଧୈର୍ଯ୍ୟ ବଜାୟ ରଖିବା ଜରୁରୀ
(ରୋମୀୟ ୭:୧୪-୨୫)
୧. ଯିହୋବାଙ୍କୁ ଭଲ ପାଉ ଏତେ,
ଧୈର୍ଯ୍ୟ ନ ଧରିଲେ ସବୁ ବେକାର ।
ଇଚ୍ଛା ପଛରେ ଯଦି ଯିବା,
ନାହିଁ କେବେ ଦୁଃଖ ଛାଡ଼ିବ ।
୨. ହାରିଯିବା, ଶୟତାନ ଚାହେଁ ।
କରେ ଆକ୍ରମଣ ଦୁର୍ବଳତାରେ ।
ସତ୍ୟତା ପାପଠାରୁ ମହାନ୍,
ଧୈର୍ଯ୍ୟ କରେ ଯେ ପାପକୁ ହାର୍ ।
୩. ପିତା ନାମରେ ପ୍ରତିଫଳିତ,
କରିବା ତାର ନାମ ଦାଗହୀନ ।
ଆଶା, ଲକ୍ଷ୍ୟ ଆମ ପ୍ରୟାସ,
ସର୍ବେ ଧୈର୍ଯ୍ୟ ରଖ ବଜାୟ ।
(୧ କରି. ୯:୨୫; ଗାଲା. ୫:୨୩; ୨ ପିତ. ୧:୬ ମଧ୍ୟ ଦେଖନ୍ତୁ ।)