ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୧୧୭
  • ଭଲ କରୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭଲ କରୁ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୧୧୭

ଗୀତ ୧୧୭

ଭଲ କରୁ

(୨ ବଂଶାବଳୀ ୬:୪୧)

  1. ୧. ଯିହୋବା ଯେ ସର୍ବୋତ୍ତମ,

    ସାରା ଜୀବନେ ଆମ !

    ସେ ପବିତ୍ର ଓ ବିଶ୍ୱସ୍ତ,

    ଦିଅନ୍ତି ସେ ସମସ୍ତ ।

    ଅନୁଗ୍ରହ ସେ ଦେଖାନ୍ତି,

    ନୁହେଁ ଆମେ ତା ଯୋଗ୍ୟ ।

    ଭଜନ ପୂଜ୍ୟ ଯୋଗ୍ୟ ସେ,

    କରୁ ସେବା ଖୁସିରେ ।

  2. ୨. ଆମେ ଅଟୁ ଯିହୋବାଙ୍କ

    ଦେଖାଉ କରି ଭଲ ।

    ସୁସମାଚାର ଶୁଣାଉ

    ପ୍ରମାଣ ତାହା ଦେଉ ।

    ଉତ୍ତମ ମେଷପାଳକ,

    ମିଳେ ଫଳ ଅନେକ ।

    ଦିଅନ୍ତୁ ପବିତ୍ର ଶକ୍ତି,

    ଅଧୀନେ ଚାଲୁ ତାଙ୍କ ।

  3. ୩. କାମକୁ ଦିଅ ଆଶିଷ,

    ଭାଇମାନଙ୍କୁ ମଧ୍ୟ ।

    ଦେଖାଉଛୁ ଅନୁଗ୍ରହ,

    କରି କି ଭଲ କାମ ।

    ପରିବାରେ, ମଣ୍ଡଳୀରେ,

    ସାଇ ଓ ପଡ଼ିଶାରେ,

    କରିଥାଉ ସବୁ ଆମେ,

    ଯିହୋବାଙ୍କ ଶକ୍ତିରେ ।

(ଗୀତ. ୧୦୩:୧୦; ମାର୍କ ୧୦:୧୮; ଗାଲା. ୫:୨୨; ଏଫି. ୫:୯ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ