ଗୀତ ୧୧୫
ଯିହୋବାଙ୍କ ଧୈର୍ଯ୍ୟ ପାଇଁ ପ୍ରଶଂସା
(୨ ପିତର ୩:୧୫)
୧. ହେ “ସର୍ବଶକ୍ତିମାନ” ପିତା,
ଦୁନିଆରେ ପାପ କାମ,
କରୁ ତୁ ଭଲ ଆମର ।
ଯେବେ ଚାହୁଁ କରିପାରୁ,
ନଷ୍ଟ, ମନ୍ଦ ଓ ଶତ୍ରୁତାକୁ,
ବୁଝେନି ମଣିଷ ଧୈର୍ଯ୍ୟକୁ ।
(ଘୋଷା)
ନ୍ୟାୟ ହେବ ହିଁ ଭରସା ।
ପ୍ରଶଂସନୀୟ ତୁମ ଧୈର୍ଯ୍ୟ ।
୨. ତୋର ଦିନ ଏକ ହଜାର ।
ବିତେ ସମୟ ଏପରି,
ପାଖେଇ ନ୍ୟାୟ ଆମର,
ମନକୁ ବଦଳାଇବା ।
ଅମୂଲ୍ୟ ମଣିଷ ଜୀବନ,
ଅନୁତାପରେ ଆନନ୍ଦିତ ।
(ଘୋଷା)
ନ୍ୟାୟ ହେବ ହିଁ ଭରସା ।
ପ୍ରଶଂସନୀୟ ତୁମ ଧୈର୍ଯ୍ୟ ।
(ନିହି. ୯:୩୦; ଲୂକ ୧୫:୭; ୨ ପିତ. ୩:୮, ୯ ମଧ୍ୟ ଦେଖନ୍ତୁ ।)