ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୧୦୬
  • ପ୍ରେମକୁ ବଢ଼ାଇବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରେମକୁ ବଢ଼ାଇବା
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ପରସ୍ପର ପାଇଁ ପ୍ରେମ କିପରି ବଢ଼ାଇପାରିବା ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଅଗ୍ରଦୂତଙ୍କ ଜୀବନ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୧୦୬

ଗୀତ ୧୦୬

ପ୍ରେମକୁ ବଢ଼ାଇବା

(୧ କରିନ୍ଥୀୟ ୧୩:୧-୮)

  1. ୧. ଯିହୋବା, କରୁ ନିବେଦନ,

    କି ଦେଖାଇବା ତୁମ ଗୁଣ ।

    ମୁଖ୍ୟ ଅଟେ ପ୍ରେମ ସବୁଠୁ,

    ଦେଖାଇବା ଆମେ ଏହାକୁ ।

    ଥିଲେ ନିପୁଣ କି ବୁଦ୍ଧିମାନ,

    ପ୍ରେମ ନ ଥିଲେ ସବୁ ବେକାର ।

    ଦିଅନ୍ତୁ ସାହାଯ୍ୟ ହେ ପିତା,

    ପ୍ରକାଶ୍‌ କରିବା ପ୍ରେମ ସଦା ।

  2. ୨. ପ୍ରେମ ଦେଖାଏ କୃପା-ଦୟା,

    ନିଜର ଇଚ୍ଛାକୁ ଦେଖେ ନା ।

    ପ୍ରେମ କେବେ ଖରାପ ଭାବେନି,

    କ୍ଷମା କରେ ଯୀଶୁଙ୍କ ପରି ।

    ପ୍ରେମ ରଖେ ଧୈର୍ଯ୍ୟକୁ ଧରି,

    ଏ ଗୁଣରେ ଅଧିକ ଶକ୍ତି ।

    କେବେ ଶେଷ ହୁଏ ନା ପ୍ରେମ,

    ସବୁକୁ ସହି, ପାଏ ଜୟ ।

(ଯୋହ. ୨୧:୧୭; ୧ କରି. ୧୩:୧୩; ଗାଲା. ୬:୨ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ