ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୯୫
  • ବଢ଼େ ସତ୍ୟର ଆଲୋକ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବଢ଼େ ସତ୍ୟର ଆଲୋକ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ସତ୍ୟକୁ ନିଜର କର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୯୫

ଗୀତ ୯୫

ବଢ଼େ ସତ୍ୟର ଆଲୋକ

(ହିତୋପଦେଶ ୪:୧୮)

  1. ୧. କ୍ରନ୍ଦନରେ ସୃଷ୍ଟି, ମୁକତି ବିନା,

    ଯିହୋବା ଭରସାର ଦୀପ,

    ଜାଣିବାକୁ ଯେ ଭବିଷ୍ୟତ-ବକ୍ତା

    କିଏ ଖ୍ରୀଷ୍ଟ, କେବେ ଆସିବ ?

    ସମୟ ଆସିଲା ହେଲେ ସେ ରାଜା ।

    ହେଇଛି ଯେ ପ୍ରମାଣିତ,

    ଦୂତମାନେ ମଧ୍ୟ ଜାଣିବା ଚାହିଁ,

    ପ୍ରଭୁ ଆମକୁ ଦେଲୁ ଜ୍ଞାନ ।

    (ଘୋଷା)

    ଆମ ବାଟ ଉଜ୍ୱଳମୟ,

    ଚାଲୁ ଏ ପ୍ରକାଶ ପଥେ ।

    ଯିହୋବା ଶିଖାଏ ଯେ ସତ୍ୟ,

    ସଦା ଚାଲିବା ସେ ପଥେ ।

  2. ୨. ସେ ଦାସକୁ ଦେଇ ମହତ୍ତ୍ୱ କାମ,

    ମିଳେ ଆଧ୍ୟାତ୍ମିକ ଭୋଜନ ।

    ବୁଝାଇ ଦେଲୁ ତୁ ସତ୍ୟର ଜ୍ଞାନ,

    ଉତ୍ସାହରେ ଭରି ଏ ମନ ।

    ନାହିଁ ସନ୍ଦେହ ଯିବା କେଉଁ ଦିଗେ,

    ଚାଲୁ ଆମେ ସତ୍ୟ ସାଥେ ।

    ଯିହୋବା ହୃଦୟରୁ ଧନ୍ୟବାଦ,

    ଦେଲ ଏ ସତ୍ୟର ରହସ୍ୟ ।

    (ଘୋଷା)

    ଆମ ବାଟ ଉଜ୍ୱଳମୟ,

    ଚାଲୁ ଏ ପ୍ରକାଶ ପଥେ ।

    ଯିହୋବା ଶିଖାଏ ଯେ ସତ୍ୟ,

    ସଦା ଚାଲିବା ସେ ପଥେ ।

(ରୋମୀ. ୮:୨୨; ୧ କରି. ୨:୧୦; ୧ ପିତ. ୧:୧୨ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ