ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୫୦
  • ସମର୍ପଣର ପ୍ରାର୍ଥନା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସମର୍ପଣର ପ୍ରାର୍ଥନା
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ଗୀତ ଗାଇ ଯିହୋବାଙ୍କର ପ୍ରଶଂସା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ଯିହୋବାଙ୍କ ପ୍ରଶଂସା କର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ସୃଷ୍ଟି କରେ ପ୍ରଶଂସା ଯିହୋବାଙ୍କ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଯିହୋବାଙ୍କୁ ଆପଣାର ସମସ୍ତ ଅନ୍ତଃକରଣ ସହିତ ପ୍ରେମ କରନ୍ତୁ
    ୨୦୧୯-୨୦୨୦ ସର୍କିଟ ସମ୍ମିଳନୀ କାର୍ଯ୍ୟକ୍ରମ—ଶାଖା ପ୍ରତିନିଧିଙ୍କ ସହିତ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୫୦

ଗୀତ ୫୦

ସମର୍ପଣର ପ୍ରାର୍ଥନା

(ମାଥିଉ ୨୨:୩୭)

  1. ୧. ନିଅ ପିତା ହୃଦୟ,

    କରେ ତୁମରି ପ୍ରେମ ।

    ନିଅ ପିତା ମୋ ସ୍ୱର,

    ଗାଉ ତୁମରି ଗୀତ ।

  2. ୨. ନିଅ ହାତ ଓ ପାଦ,

    କରୁ ତୁମରି ସେବା ।

    ନିଅ ଧନ-ସମୟ,

    ମୋ ଏସବୁ ତୁମର ।

  3. ୩. ନିଅ ମୋର ଜୀବନ,

    କରିବ ତୁମ କାମ ।

    ମୋହର ସବୁକିଛି,

    କରୁ ତୁମକୁ ଖୁସି ।

(ଗୀତ. ୪୦:୮; ଯୋହ. ୮:୨୯; ୨ କରି. ୧୦:୫ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ