ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୩୭
  • ହୃଦୟରୁ ଯିହୋବାଙ୍କ ସେବା କରିବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ହୃଦୟରୁ ଯିହୋବାଙ୍କ ସେବା କରିବା
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କୁ ଦେବି ମହିମା
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୩୭

ଗୀତ ୩୭

ହୃଦୟରୁ ଯିହୋବାଙ୍କ ସେବା କରିବା

(ମାଥିଉ ୨୨:୩୭)

  1. ୧. ତୁ ଏ ଜଗତର ରାଜା,

    ମୋ ଭକ୍ତିରେ ତୋ ଅଧିକାର ।

    ମାନିବି ତୋ କଥା ସଦା;

    କରିବା ସେବା ସହୃଦୟେ ।

    ଚାଲୁଛି ମୁଁ ତୋରି ନିୟମେ,

    ତୋ ନିୟମ ମିଠା ଲାଗେ !

    (ଘୋଷା)

    ଯିହୋବା ତୁ ମୋ ଈଶ୍ୱର,

    ମୋ ଭକ୍ତିରେ ତୋ ଅଧିକାର !

  2. ୨. ସୂର୍ଯ୍ୟ, ଚନ୍ଦ୍ର, ତାରା, ମହି,

    ବୁଡ଼ନ୍ତି ତୋ ଗୀତ ସାଗରେ ।

    କହେ ହୃଦୟ ତୋ ନାଁକୁ,

    କହିବି ମୁଁ ଚୌଦିଗରେ ।

    ସତ୍ୟ ଭକ୍ତ ମୁଁ ଯେ ତୋହର

    ରହିବି ସଦା ବିଶ୍ୱସ୍ତ ।

    (ଘୋଷା)

    ଯିହୋବା ତୁ ମୋ ଈଶ୍ୱର,

    ମୋ ଭକ୍ତିରେ ତୋ ଅଧିକାର !

(ଦ୍ୱିବି. ୬:୧୫; ଗୀତ. ୪୦:୮; ୧୧୩:୧-୩; ଉପ. ୫:୪; ଯୋହ. ୪:୩୪ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ