ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୩୧
  • ଯିହୋବାଙ୍କ ସହ ଚାଲନ୍ତୁ !

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ସହ ଚାଲନ୍ତୁ !
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ମହତ୍ତ୍ୱପୂର୍ଣ୍ଣ କଥାଗୁଡ଼ିକୁ ଚିହ୍ନନ୍ତୁ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ମୋ ଆଧ୍ୟାତ୍ମିକ ଆବଶ୍ୟକତା
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ହେଲୁ ଆମେ ଏକ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଆମେ କାହାର ?
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୩୧

ଗୀତ ୩୧

ଯିହୋବାଙ୍କ ସହ ଚାଲନ୍ତୁ !

(ମୀଖା ୬:୮)

  1. ୧. ଚାଲୁ ଯିହୋବାଙ୍କ ସାଥେ,

    ନମ୍ର ହୋଇ ସର୍ବଦା ।

    ଲାଗି ରହୁ ଯେ ତୁମ ବାକ୍ୟରେ,

    ପ୍ରଲୋଭିତ ନୋହିଁବୁ ।

    ଲାଗେ ଯେବେ ପଥ କଠିନ,

    ପିତା ଦିଅ ବଳ ।

    ଧରି ରଖ ଆମ ହସ୍ତ,

    ହୋଇ ଆମ ବିଶ୍ୱସ୍ତ ।

  2. ୨. ଚାଲୁ ଯିହୋବାଙ୍କ ସାଥେ,

    ରଖି ଶୁଦ୍ଧ ହୃଦୟ ।

    ଯେତେ ବି ଆସିବ ପ୍ରଲୋଭନ,

    ପିତା ସାହାଯ୍ୟ ଦେବେ ।

    ଶୁଦ୍ଧ, ସତ୍ୟ କଥାଗୁଡ଼ିକ,

    ସବୁଠୁ ଉତ୍ତମ ।

    ଧ୍ୟାନ ଦେଉ ଯେବେ ଏଠି,

    ଚାଲନ୍ତି ପିତା ସାଥେ ।

  3. ୩. ଚାଲୁ ଯିହୋବାଙ୍କ ସାଥେ,

    ହୃଦୟେ ଆନନ୍ଦିତେ ।

    ଦିଅ ତୁମେ କେତେ ଉପହାର,

    ତାʼପାଇଁ ଧନ୍ୟବାଦ ।

    ନାଚି ଉଠେ ଆମ ହୃଦୟ,

    ଝୁମି ଗାଉ ଗୀତ ।

    କହୁ ତୁମ ଖୁସି କଥା,

    ବିଶ୍ୱସ୍ତ ତୁମେ ପିତା ।

(ଆଦି. ୫:୨୪; ୬:୯; ଫିଲିପ୍‌. ୪:୮; ୧ ତୀମ. ୬:୬-୮ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ