ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୧୨
  • ମହାନ ପରମେଶ୍ୱର, ଯିହୋବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମହାନ ପରମେଶ୍ୱର, ଯିହୋବା
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କୁ ଦେବି ମହିମା
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ମହିମା ଦିଏ ଏହି ଘର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରଭୁଙ୍କ ରାଜ୍ୟକୁ ପ୍ରାଥମିକତା
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୧୨

ଗୀତ ୧୨

ମହାନ ପରମେଶ୍ୱର, ଯିହୋବା

(ଯାତ୍ରା ପୁସ୍ତକ ୩୪:୬, ୭)

  1. ୧. ଯିହୋବା ତୁମେ, ଗୌରବମୟ,

    ତୁମ ଗୁଣ ନିଆରା,

    କରୁ ତୁମ ପ୍ରଶଂସା,

    ତୁମ ବୁଦ୍ଧି ଓ ଶକ୍ତି ଅଦ୍ଭୁତ,

    ତୁମେ ଅଟ ଅନନ୍ତ ।

  2. ୨. ଯିହୋବା ତୁମେ, କରୁଣାମୟ,

    ମାଟିର ମଣିଷର,

    ଶୁଣ ଯେ ନିବେଦନ ।

    ଦିଅ ସୁରକ୍ଷା, ସତ୍ୟ ଓ ଶିକ୍ଷା;

    ଦିଅ ସାହାଯ୍ୟ ସଦା ।

  3. ୩. ଯିହୋବା ତୁମେ, ସୃଷ୍ଟିର କର୍ତ୍ତା !

    ପୃଥିବୀ ଓ ଆକାଶ,

    କରନ୍ତି ଜୟଗାନ,

    ପ୍ରଶଂସାଯୋଗ୍ୟ, ତୁମେ ହିଁ ଅଟ,

    ସ୍ତୁତି ହେଉ ତୁମର ।

(ଦ୍ୱିବି. ୩୨:୪; ହିତୋ. ୧୬:୧୨; ମାଥି. ୬:୧୦; ପ୍ରକା. ୪:୧୧ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ